Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁ କାଶ୍ମୀରର କୁଲଗାମ୍‌ରେ ୫ ଆତଙ୍କୀଙ୍କ ଆତ୍ମସମର୍ପଣ
ଆଜିର ଖବର

ଜମ୍ମୁ କାଶ୍ମୀରର କୁଲଗାମ୍‌ରେ ୫ ଆତଙ୍କୀଙ୍କ ଆତ୍ମସମର୍ପଣ

June 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଭିନ୍ନ ଆତଙ୍କୀ ସଙ୍ଗଠନରେ ଯୋଗ ଦେଇଥିବା ୫କାଶ୍ମୀର ଯୁବକ ଆତ୍ମ ସମର୍ପଣ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ୍‌ ପକ୍ଷରୁ ଆତ୍ମସମର୍ପଣକାରୀଙ୍କ ନାମ ଗୋପନ ରଖାଯାଇଛି। ଆତ୍ମସମର୍ପଣ ପରେ ଉକ୍ତ ଯୁବକମାନେ ନିଜ ନିଜ ଘରକୁ ଫେରି ଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ଜମ୍ମୁ କାଶ୍ମୀରର କୁଲଗାମ ଥାନାରେ ଏହି ଯୁବକ ମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ୨୦୧୭ ରେ ମଧ୍ୟ କାଶ୍ମୀର ଉପତ୍ୟାକାରେ ୧୫ରୁ ଅଧିକ ଆତଙ୍କବାଦୀ ଆତ୍ମସମର୍ପଣ କରିବା ସହିତ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରି ନିଜ ପରିବାର ନିକଟକୁ ଫେରିଥିଲେ। ଏପରିକି କିଛି ଆତଙ୍କୀ ସୁରକ୍ଷାବଳଙ୍କ ସହିତ ଏନ୍‌କାଉଣ୍ଟର ସମୟରେ ମଧ୍ୟ ଆତ୍ମସମର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025

ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା

December 8, 2025

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ

December 8, 2025
Latest News

ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜପରୀ ବିଲ୍, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ

December 8, 2025

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ

December 8, 2025

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.