Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମମତାଙ୍କୁ ଦେବଶ୍ରୀଙ୍କ ଚେତାବନୀ : କେନ୍ଦ୍ରୀୟ ପ୍ରକଳ୍ପ ରୋକିବାର ଚେଷ୍ଟା କଲେ ପରିଣାମ ଭୋଗିବେ
ଆଜିର ଖବର

ମମତାଙ୍କୁ ଦେବଶ୍ରୀଙ୍କ ଚେତାବନୀ : କେନ୍ଦ୍ରୀୟ ପ୍ରକଳ୍ପ ରୋକିବାର ଚେଷ୍ଟା କଲେ ପରିଣାମ ଭୋଗିବେ

June 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିକଟରେ ବିଜେପି ସରକାରରେ କେନ୍ଦ୍ରମନ୍ତ୍ରୀ ପାହ୍ୟା ହାସଲ କରିଥିବା ଦେବଶ୍ରୀ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ପ୍ରକଳ୍ପ ଗୁଡିକର ଫାଇଦା ଜନସାଧାରଣଙ୍କ ନିକଟରେ ନ ପହଞ୍ଚାଇବାର ଅପଚେଷ୍ଟା କଲେ ଜନସାଧାରଣଙ୍କ ନିକଟରୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଚୌଧୁରୀ କହିଛନ୍ତି । ଚଳିତ ଥର ମୋଦି କ୍ୟାବିନେଟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ଚୌଧୁରୀ କହିଛନ୍ତି ଶାସନ ବ୍ୟବସ୍ଥା ପରସ୍ପର ଉପରେ ବିଶ୍ବାସରେ ଚାଲିଥାଏ । ମାତ୍ର ମମତା କେନ୍ଦ୍ରୀୟ ଫାଇଦା ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଉ ନାହାନ୍ତି ଯାହାର ଫଳାଫଳ ତାଙ୍କୁ ଆଗାମୀ ନିର୍ବାଚନରେ ଭୋଟ ମାଧ୍ୟମରେ ଭୋଗିବାକୁ ପଡିବ । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ରାଜଗଞ୍ଜରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଦେବଶ୍ରୀ ଚୌଧୁରୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ବଣ୍ଟନ କଲେ ରାଜ୍ୟପାଳ

September 18, 2025

ସ୍ୱତନ୍ତ୍ର ଗୀତ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ: ଶେୟାର କରୁଛନ୍ତି ଲକ୍ଷ ଲକ୍ଷ ଦର୍ଶକ

September 18, 2025

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ପଳାତକ ଲଳିତ ମୋଦିଙ୍କ ଭାଇ

September 18, 2025

ହିଣ୍ଡେନବର୍ଗ ମାମଲା: ସମସ୍ତ ଅଭିଯୋଗ ଭିତ୍ତିହୀନ, ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଲା ସେବି

September 18, 2025
Latest News

ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ବଣ୍ଟନ କଲେ ରାଜ୍ୟପାଳ

September 18, 2025

ସ୍ୱତନ୍ତ୍ର ଗୀତ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ: ଶେୟାର କରୁଛନ୍ତି ଲକ୍ଷ ଲକ୍ଷ ଦର୍ଶକ

September 18, 2025

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ପଳାତକ ଲଳିତ ମୋଦିଙ୍କ ଭାଇ

September 18, 2025

ହିଣ୍ଡେନବର୍ଗ ମାମଲା: ସମସ୍ତ ଅଭିଯୋଗ ଭିତ୍ତିହୀନ, ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଲା ସେବି

September 18, 2025

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.