ଆଜି ପୁଣି ଢାଳିଲା ନିଆଁ, ବିଭିନ୍ନ ସହରର ତାପମାତ୍ରା ଅସ୍ବାଭିକ ଭାବେ ବୃଦ୍ଧି

Published: Jun 17, 2023, 1:10 pm IST
Temp

ଭୁବନେଶ୍ବର: ଆଜି ମଧ୍ୟ ବିଭିନ୍ନ ସହରର ତାପମାତ୍ରା ଅସ୍ବାଭିକ ଭାବେ ବଢିବାରେ ଲାଗିଛି। ସକାଳ ଆଠଟା ବେଳକୁ ଦେହକୁ କାଟୁଛି ତାତି। ସବୁଦିନ ପରି ଆଜି ମଧ୍ୟ ଖରାର ପ୍ରକୋପ ବଢିବାରେ ଲାଗିଛି। ଏହି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ବିଭାଗ ଅନୁସାରେ ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ପ୍ରବାହିତ ହେଉଛି।

ପାଣିପାଗ ବିଭାଗ ରେକର୍ଡ ଅନୁସାରେ ଆଜି ଦିନ ୧୧.୩୦ ସୁଦ୍ଧା

ସମ୍ବଲପୁର:୪୨.୬ ଡ଼ିଗ୍ରୀ

ହୀରାକୁଦ:୪୨.୪ ଡ଼ିଗ୍ରୀ

ଭୁବନେଶ୍ୱର: ୪୨.୨ ଡ଼ିଗ୍ରୀ

ଝାରସୁଗୁଡା: ୪୨.୨ ଡ଼ିଗ୍ରୀ

କେନ୍ଦୁଝର:୩୯.୨ ଡ଼ିଗ୍ରୀ

ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ

ପୁରୀ: ୩୬ ଡ଼ିଗ୍ରୀ

ଗୋପାଳପୁର: ୩୫.୪ ଡ଼ିଗ୍ରୀ

ପାରାଦୀପ: ୩୪.୪ ଡ଼ିଗ୍ରୀ

ବାଲେଶ୍ୱର: ୩୩.୬ ଡ଼ିଗ୍ରୀ

Related posts