Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏହି ତିନୋଟି ଦଳର ଭାଙ୍ଗିଲା ବିଶ୍ୱକପ୍ ଖେଳିବାର ସ୍ୱପ୍ନ, ସୁପର-୧୦ ପାଇଁ ୬ ଟି ଦଳ ମଧ୍ୟରେ ହେବ ଲଢେଇ
ଆଜିର ଖବର

ଏହି ତିନୋଟି ଦଳର ଭାଙ୍ଗିଲା ବିଶ୍ୱକପ୍ ଖେଳିବାର ସ୍ୱପ୍ନ, ସୁପର-୧୦ ପାଇଁ ୬ ଟି ଦଳ ମଧ୍ୟରେ ହେବ ଲଢେଇ

June 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ICC WORLD CUP
୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

ନୂଆଦିଲ୍ଲୀ: ୨୦୨୩ ଏକଦିବବସୀୟ ବିଶ୍ୱକପ୍ ର ଯୋଗ୍ୟତା ମ୍ୟାଚ୍ ଜିମ୍ବାୱେରେ ଜୁନ୍ ୧୮ ତାରିଖଠାରୁ ଖେଳାଯାଉଛି। ଦିନିକିଆ ବିଶ୍ୱକପରେ ଅବଶିଷ୍ଟ ଦୁଇଟି ସ୍ଥାନ ପାଇଁ ୧୦ ଟି ଦଳ ମଧ୍ୟରେ ଲଢେଇ ଜାରି ରହିଛି। ବର୍ତ୍ତମାନ ଏହି ଚାରିଟି ଦଳର ବିଶ୍ୱକପ୍‌ରେ ପହଞ୍ଚିବାର ସ୍ୱପ୍ନ ଧୂଳିସାତ ହୋଇଯାଇଛି। ଶନିବାର ଦିନ ଆୟୋଜକ ଜିମ୍ବାୱେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ପଏଣ୍ଟ ଟେବୁଲକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନେପାଳ, ଆମେରିକା ଏବଂ ୟୁଏଇର ଦଳ ବିଶ୍ୱକପର ସୁପର-୧୦ ରେ ପହଞ୍ଚିବା ଦୌଡରୁ ବାହାରିଯାଇଛନ୍ତି। ତେବେ ଆୟର୍ଲାଣ୍ଡ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍ ହାରିଛି। ଆଜି ଶ୍ରୀଲଙ୍କା ସହିତ ଆୟର୍ଲାଣ୍ଡ ପ୍ରତିଦ୍ୱନ୍ଦ୍ୱିତା କରିବ। ଯଦି ଆଜି ଆୟର୍ଲାଣ୍ଡ ହାରିଯାଏ, ତେବେ ଏହି ଦଳ ମଧ୍ୟ ଦିନିକିଆ ବିଶ୍ୱକପ୍‌ର ମୁଖ୍ୟ ଇଭେଣ୍ଟରେ ପହଞ୍ଚିବା ଦୌଡରୁ ଦୂରେଇ ଯିବ।

ପଏଣ୍ଟ ଟେବୁଲର ସର୍ବଶେଷ ସ୍ଥିତି:

ଯୋଗ୍ୟତା ପର୍ଯ୍ୟାୟରେ ୧୦ ଟି ଦଳକୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି। ଜିମ୍ବାୱେ, ନେଦରଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଗ୍ରୁପ୍ ଏରୁ ସୁପର-୬ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥି ସହିତ ଗ୍ରୁପ୍ ବି୍ର କୌଣସି ଦଳ ସୁପର-୬ରେ ପହଞ୍ଚି ନାହାଁନ୍ତି। ତେବେ ସୁପର-୬ରେ ପ୍ରବେଶ କରିବାର ଶ୍ରୀଲଙ୍କା, ଓମାନ ଏବଂ ସ୍କଟଲ୍ୟାଣ୍ଡର ସର୍ବୋତ୍ତମ ସମ୍ଭାବନା ରହିଛି।

ମୁଖ୍ୟ ଇଭେଣ୍ଟ ପାଇଁ ଟପ୍-୨ ଦଳ ଯୋଗ୍ୟତା ଅର୍ଜନ କରିବେ:

ପ୍ରକାଶ ଯେ, ୨୦୨୩ ଦିନିକିଆ ବିଶ୍ୱକପ୍ ୧୦ ଟି ଟିମ ମଧ୍ୟରେ ଖେଳାଯିବ। ଆଠଟି ଦଳ ଏଥିପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏବଂ ଶେଷ ଦୁଇଟି ଦଳ ଯୋଗ୍ୟତା ପର୍ଯ୍ୟାୟରୁ ପହଞ୍ଚିବେ।

ଏହି ଆଠଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି:

ଆୟୋଜକ ଭାରତ, ପାକିସ୍ଥାନ, ବାଂଲାଦେଶ, ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସିଧାସଳଖ ୨୦୨୩ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବର୍ତ୍ତମାନ ଅବଶିଷ୍ଟ ଦୁଇଟି ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଆସିବେ। ତେବେ ମୁଖ୍ୟ କାର୍ଯ୍ୟକ୍ରମ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ନିଜ ଘରେ ଖେଳିବା ହେତୁ ଟିମ୍ ଇଣ୍ଡିଆ ପାଇଁ ବିଶ୍ୱକପ୍‌ ଜିତିବା ସମ୍ଭାବନା ଅଧିକ ରହିବ।

ଜିମ୍ବାୱେ ପଏଣ୍ଟ ଟେବୁଲ ଯୋଗ୍ୟତା ମ୍ୟାଚ୍
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଏପ୍ରିଲ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ

September 16, 2026

ହଟିବେ ଅଗରକର!: ଟିମ୍ ଇଣ୍ଡିଆକୁ ମିଳିବ ନୂତନ ମୁଖ୍ୟ ଚୟନକର୍ତ୍ତା

September 16, 2026

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026
Latest News

ପୁଣି ଏପ୍ରିଲ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ

September 16, 2026

ହଟିବେ ଅଗରକର!: ଟିମ୍ ଇଣ୍ଡିଆକୁ ମିଳିବ ନୂତନ ମୁଖ୍ୟ ଚୟନକର୍ତ୍ତା

September 16, 2026

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.