Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସବିଆଇ ସେକ୍ରେଟାରିଏଟ୍ ଶାଖାର ନୂତନ କୋଠାର ହେଲା ଉଦଘାଟନ
ଆଜିର ଖବର

ଏସବିଆଇ ସେକ୍ରେଟାରିଏଟ୍ ଶାଖାର ନୂତନ କୋଠାର ହେଲା ଉଦଘାଟନ

July 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏସବିଆଇ ର ସେକ୍ରେଟାରିଏଟ୍ ଶାଖାର ନୂତନ କୋଠାର ହେଲା ଶୁଭ ଉଦଘାଟନ

ଭୁବନେଶ୍ୱର: ଲୋକସେବା ଭବନ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେକ୍ରେଟାରିଏଟ୍ ଶାଖାର ନବୀକୃତ ବ୍ୟାଙ୍କ ପରିସରର ଶୁଭ ଉଦଘାଟନ ଉତ୍ସବ ଆଜି ପୂର୍ବାହ୍ଣରେ  ଅନୁଷ୍ଠିତ ହୋଇଯାଇଛି। ଏସବିଆଇ ଚେୟାରମ୍ୟାନ, ମୁମ୍ବାଇ ଶ୍ରୀ ଦୀନେଶ କୁମାର ଖାରାଙ୍କ ଆଭାସୀ ଉପସ୍ଥିତିରେ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଫଳକ ଉନ୍ମୋଚନ ପୂର୍ବକ ଏହି ନବୀକୃତ ବ୍ୟାଙ୍କ ପରିସରର ଶୁଭ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ , ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ(ସିଜେଏମ୍) ଶ୍ରୀ ଚନ୍ଦର ଶେଖର ଶର୍ମା , ଡେପୁଟୀ ଜେନେରାଲ ମ୍ୟାନେଜର ଶ୍ରୀ ପ୍ରସାଦ ଗଜାନନ ଦେଓଧର, ଆଂଚଳିକ ମ୍ୟାନେଜର ଶ୍ରୀ ରାଜେନ୍ଦ୍ର ନାରାୟଣ ସାହୁ,  ଏସବିଆଇ ସେକ୍ରେଟାରିଏଟ୍ ବ୍ରାଞ୍ଚ  ମୁଖ୍ୟ ପରିଚାଳକ ଶ୍ରୀ ସନ୍ଦିପ ପୃଷ୍ଟିଙ୍କ ସମେତ ଶାଖାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ୨୦୦୭  ମସିହା ଡିସେମ୍ବର ୭ ତାରିଖରେ ଏସବିଆଇ ସେକ୍ରେଟାରିଏଟ୍ ଶାଖାର ପ୍ରଥମେ ଉଦଘାଟନ କରିଥିଲେ। ଆଜି ଦିନରେ ଭାରତରେ ଥିବା ଏସବିଆଇର ୩୩ ଟି ନବୀକୃତ ବ୍ରାଞ୍ଚର ଶୁଭ ଉଦଘାଟନ କରାଯାଇଛି ।

SBI ଏସବିଆଇ ପ୍ରଦୀପ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.