Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜର୍ସିରେ ‘ଟିମ୍ ଇଣ୍ଡିଆ’ ପରିବର୍ତ୍ତେ ‘ଟିମ୍‍ ଭାରତ’ ଲେଖାଯାଉ: ବୀରେନ୍ଦ୍ର ସେହୱାଗ
ଆଜିର ଖବର

ଜର୍ସିରେ ‘ଟିମ୍ ଇଣ୍ଡିଆ’ ପରିବର୍ତ୍ତେ ‘ଟିମ୍‍ ଭାରତ’ ଲେଖାଯାଉ: ବୀରେନ୍ଦ୍ର ସେହୱାଗ

September 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଶ୍ରୀଲଙ୍କା ଗସ୍ତରେ ଥାଇ ଦଳ ଘୋଷଣା କରିଛନ୍ତି। ଏହା ସହ ବିସିସିଆଇ ମଧ୍ୟ ସୋସିଆଲ ମିଡିଆରେ ଦଳକୁ ସେୟାର କରିଛି। ଏଥିରେ ୨୦୨୩ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳ ରହିଛି। କିନ୍ତୁ ଭାରତୀୟ ଦଳର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ବିସିସିଆଇର ଏହି ଟୁଇଟ୍‍କୁ ପସନ୍ଦ କରିନାହାନ୍ତି।

ଜର୍ସିରେ ‘ଟିମ୍‍ ଭାରତ’ ଲେଖାଯାଉ

ଇଣ୍ଡିଆ ଓ ଭାରତ ନାମକୁ ନେଇ ଦେଶରେ ବିବାଦ ଲାଗି ରହିଛି। ଏହାକୁ ନେଇ ସମସ୍ତେ ନିଜ ନିଜର ମତାମତ ଦେଉଛନ୍ତି। ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ମଧ୍ୟ ଏଥିରେ ଡେଇଁ ପଡ଼ିଛନ୍ତି। ସେ ବିସିସିଆଇର ଟୁଇଟରେ ଲେଖିଛନ୍ତି- ଟିମ୍ ଇଣ୍ଡିଆ ନୁହେଁ। ଚଳିତ ବିଶ୍ୱକପ୍ରେ ଯେତେବେଳେ ଆମେ କୋହଲି, ରୋହିତ, ବୁମ୍ରା, ଜାଡ଼ୁଙ୍କୁ ଉତ୍ସାହିତ କରୁଛୁ, ଆଶା କରୁଛୁ ଆମ ହୃଦୟରେ ଭାରତ ଅଛି ଏବଂ ଖେଳାଳିମାନେ ଜର୍ସି ପିନ୍ଧିବେ ଯେଉଁଥିରେ ‘ଭାରତ’ ଲେଖାଥିବ।

worldcup ଅଜିତ ଅଗରକର ଟିମ୍ ଇଣ୍ଡିଆ ବିଶ୍ୱକପ୍-୨୦୨୩ ବିସିସିଆଇ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.