Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଇ ମହା ରବିବାର ଓ ସ୍ପେଶାଲ ସୋମବାରରେ ଜୀ ସାର୍ଥକରେ ଆସୁଛି “ଡବଲ୍ ଡେ’ ଡବଲ୍ ଧମାକା” 
ଆଜିର ଖବର

ଏଇ ମହା ରବିବାର ଓ ସ୍ପେଶାଲ ସୋମବାରରେ ଜୀ ସାର୍ଥକରେ ଆସୁଛି “ଡବଲ୍ ଡେ’ ଡବଲ୍ ଧମାକା” 

September 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକ ସର୍ବଦା ଚେଷ୍ଟାରତ ରୁହେ କିପରି ତାର ସମସ୍ତ ଦର୍ଶକଙ୍କ ମନୋରଞ୍ଜନ ଜାରି ରଖିବା ପାଇଁ, ତେଣୁ ଭିନ୍ନ ସମୟରେ ନୂତନ, ଅଭିନ୍ନ ଶୈଳୀ ସହିତ ମନୋରଞ୍ଜନର ନୂଆ ନୂଆ ପ୍ରକାର ପରିବେଷଣ କରେ। ସେଥିପାଇଁ ଆସନ୍ତା ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଜୀ ସାର୍ଥକରେ ଆସୁଛି “ଡବଲ୍ ଡେ’ ଡବଲ୍ ଧମାକା” ଉତ୍ସବ।

ସେପ୍ଟେମ୍ବର ୧୦, ମହା ରବିବାରରେ ସକାଳ ୯ଟା ରୁ ୧୨ ପର୍ଯନ୍ତ ଦେଖିବେ ସାରେଗାମାପା ହ୍ୟୁମାନ ସାଗର ସ୍ପେଶାଲ ର ଏକ ବିଶେଷ ପରିବେଷଣ। ଦିନ ୨ଟା ରୁ ସନ୍ଧ୍ୟା ୫ ଯାଏଁ ଦେଖିବେ ଜୀ-ସାର୍ଥକ ସଂସାର ଆୱାର୍ଡ – ଷଷ୍ଠ ବର୍ଷର ଟେଲିକାଷ୍ଟ। ସନ୍ଧ୍ୟା ୫ ରୁ ୬ ଯାଏଁ ଦେଖିବେ ଦିଦି ନଂ ୧ ର ଏକ ବିଶେଷ ଏପିସୋଡ ଯେଉଁଥିରେ ଆପଣ ଦେଖିବେ ଜୀ-ସାର୍ଥକରେ ଆସୁଥିବା ନୂଆ ଧାରାବାହିକ ‘ଶକ୍ତି’ର ମୁଖ୍ୟ ନାୟକ ନୀଲ୍ ଓ ନାୟିକା ମିତାଲିଙ୍କୁ। ସନ୍ଧ୍ୟା ୬.୩୦ରୁ ଦେଖିବେ ‘ଖୁସିର ଛୁଙ୍କ’,୭:୩୦ରେ ‘ତୁ ଖରା ମୁଁ ଛାଇ’ ଓ ରାତି ୮:୩୦ ରେ ‘ସୁନା ଝିଅ’ର ଏକ ଘଣ୍ଟାର ମହା ଏପିସୋଡ। ରାତି୯:୩୦ରୁ ଆରମ୍ଭ ହେବ ସାରେଗାମାପା ଲିଟିଲ ଚାମ୍ପର ବିଶେଷ ଏପିସୋଡ ଯେଉଁଥିରେ ଆପଣ ଦେଖିବେ ଓଲିଉଡ଼ ତାରକା ଶୈଳେନ୍ଦ୍ର, ଦୀପକ ଓ ଦିବ୍ୟା ଙ୍କ ପ୍ରଦର୍ଶନ ତଥା ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ସତ୍ୟଜିତ,ଅର୍ପିତା ଓ ପ୍ରଜ୍ଞାଙ୍କ ବିଶେଷ ପ୍ରଦର୍ଶନ।

ସେପ୍ଟେମ୍ବର ୧୧, ସ୍ପେସିଆଲ ସୋମବାରରେ ଦିନ ୨ଟା ରୁ ସନ୍ଧ୍ୟା ୫ ଯାଏଁ ଦେଖିବେ ଡାନ୍ସ ଓଡ଼ିଶା ଡାନ୍ସ ଜୀ-ସାର୍ଥକ ସଂସାର ଲିଗ୍ ଗ୍ରାଣ୍ଡ ଫିନାଲେର ଟେଲିକାଷ୍ଟ। ସନ୍ଧ୍ୟା ୫ ରୁ ୬ ଯାଏଁ ଦେଖିବେ ଦିଦି ନଂ ୧ ର ଏକ ବିଶେଷ ଏପିସୋଡ ଯେଉଁଥିରେ ଆପଣ ଦେଖିବେ ଜୀ-ସାର୍ଥକରେ ଆସୁଥିବା ନୂଆ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ର ମୁଖ୍ୟ ଚରିତ୍ର ନିତୁ ସିଂ, ଦିପ୍ତିରେଖା ପାଢୀ, ହିତିଶା ଓ ପ୍ରିୟଙ୍କା ଙ୍କୁ। ସନ୍ଧ୍ୟା ୬ ରୁ ରାତି ୧୦ ଯାଏଁ ଦେଖିବେ ଜୀ-ସାର୍ଥକରେ ପ୍ରଦର୍ଶିତ ସମସ୍ତ ମେଗା ଧାରବାହିକର ବିଶେଷ ଏପିସୋଡ ସବୁ।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ଆମ ଦର୍ଶକ ସର୍ବଦା ଆମ ସାଙ୍ଗରେ ଅଛନ୍ତି ତେଣୁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି। ନିକଟରେ ଶେଷ ହୋଇଥିବା ‘ସାଥିରେ’ ମେଗା ଧାରାବାହିକରେ ହୋଇଥିବା ଧାରା ଓ ଅମ୍ବରଙ୍କ ଶୁଭ ବିବାହକୁ ଆମ ଦର୍ଶକ ବହୁତ ଭଲପାଇବା ଦେଇଥିଲେ। ସମ୍ପୂର୍ଣ୍ଣ ୩ ଘଣ୍ଟା ୩୦ ମିନିଟର ଏହି ବିବାହ ଉତ୍ସବକୁ ଆମ ଦର୍ଶକ ବହୁତ ଉପଭୋଗ କରିଥିଲେ। ତାକୁ ଦୃଷ୍ଟି ରେ ରଖି ଜୀ-ସାର୍ଥକ ଆୟୋଜନ କରୁଛି ଆସନ୍ତା ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଜୀ ସାର୍ଥକରେ ଆସୁଛି ଡବଲ୍ ଡେ ଡବଲ୍ ଧମାକା ଉତ୍ସବ ଯାହା ଆପଣ ମାନେ ମନଭରି ଉପଭୋଗ କରିବେ ବୋଲି ମୋର ଆଶା ତେଣୁ ଯୋଡି ହୋଇ ରୁହନ୍ତୁ ଆମ ସହ ସର୍ବଦା।

ଜୀ ସାର୍ଥକ ରବିବାର ସୋମବାର
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.