Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ, ବ୍ୟବସାୟୀ ଖୁସି
ଆଜିର ଖବର

କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ, ବ୍ୟବସାୟୀ ଖୁସି

October 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ, ବ୍ୟବସାୟୀ ଖୁସି

ଭୁବନେଶ୍ବର: ଶେଷରେ କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ ମିଳିଛି। ଏ ନେଇ ଆଜି ସୂଚନା ଦିଆଯାଇଛି। ୨୦୨୧ରେ ଏହି GI ଟ୍ୟାଗିଂ ପାଇଁ ଆବେଦନ କରାଯାଇଥିଲା। କେନ୍ଦ୍ରାପଡାର ରସାବଳୀ ବ୍ୟବସାୟୀ ସଂଘ ତରଫରୁ ଏହି ଆବେଦନ କରାଯାଇଥିଲା। ତାହାକୁ ଅନୁଧ୍ୟାନ କରି ଏହି ଟ୍ୟାଗ ପ୍ରଦାନ କରାଯାଇଛି।

କେନ୍ଦ୍ରାପଡାର ରସାବଳୀ ବେଶ୍ ପ୍ରସିଦ୍ଧ। ଜଗନ୍ନାଥଙ୍କ ଭୋଗ ମଧ୍ୟରୁ ଏହି ରସାବଳୀ ମଧ୍ୟ ଲାଗି କରାଯାଏ। ବିଶେଷ କରି ଏହା ବେଶ ରସାଳ ତଥା ମିଠା। ଫଳରେ ଯେଉଁମାନେ କେନ୍ଦ୍ରାପଡା ଯାଆନ୍ତି ସେମାନେ ନିଶ୍ଚିତ ରସାବଳୀ ଖାଇବାକୁ ଭୁଲନ୍ତି ନାହିଁ। ପ୍ରଭୃ ଶ୍ରୀବଳଦେବ ଜୀୟୁଙ୍କ ପ୍ରମୁଖ ଭୋଗ ହେଉଛି ଏହି ରସାବଳୀ।

ଏହି ଟ୍ୟାଗ ମିଳିବା ପରେ ରସାବଳୀ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

କେନ୍ଦ୍ରାପଡା ରସାବଳୀ ରସାବଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026
Latest News

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.