WORLD CUP: ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି; ଫେରିଲେ କେନ୍ ୱିଲିୟମ୍ସନ୍

Published: Oct 13, 2023, 1:43 pm IST

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ସ୍ଥିତ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏଠାରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଉଭୟ ଦଳର ଖେଳାଳି ଏକାଦଶ:

ନ୍ୟୁଜିଲ୍ୟାଣ୍ଡ: ଡିଭନ୍ କନୱେ, ୱିଲ୍ ୟଙ୍ଗ, କେନ୍ ୱିଲିୟମ୍ସନ୍ (ଅଧିନାୟକ), ରଚିନ୍ ରବିନ୍ଦ୍ର, ଟମ୍ ଲାଥମ୍ (ୱିକେଟ୍ କିପର), ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମିଚେଲ ସାଣ୍ଟନର୍, ମାର୍କ ହେନେରୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।

ବାଂଲାଦେଶ: ତନଜିଦ୍ ହାସନ, ଲିଟନ୍ ଦାସ, ନଜମୁଲ ହାସନ ଶାନ୍ତୋ, ଶାକିବ ଅଲ ହାସନ (ଅଧିନାୟକ), ତାହିଦ୍ ରିଦୋୟ, ମୁଶଫିକୁର ରହୀମ (ୱିକେଟ୍ କିପର), ମେହିଦି ହସନ, ତସ୍କିନ୍ ଅହମ୍ମଦ, ମହମୁଦୁଲ୍ଲା, ଶୋରିଫୁଲ ଇସଲାମ, ମୁସ୍ତାଫିଜୁର ରହମାନ।

Related posts