Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମଣ୍ଡପରେ ମା ଦୁର୍ଗାଙ୍କ ମହାଅଷ୍ଠମୀ, ମହିଳା ଭକ୍ତଙ୍କର ପ୍ରବଳ ଭିଡ
ଆଜିର ଖବର

ଆଜି ମଣ୍ଡପରେ ମା ଦୁର୍ଗାଙ୍କ ମହାଅଷ୍ଠମୀ, ମହିଳା ଭକ୍ତଙ୍କର ପ୍ରବଳ ଭିଡ

October 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୁର୍ଗାପୂଜା
ଆଜି ମଣ୍ଡପରେ ମା ଦୁର୍ଗାଙ୍କ ମହାଅଷ୍ଠମୀ, ମହିଳା ଭକ୍ତଙ୍କର ପ୍ରବଳ ଭିଡ

ଭୁବନେଶ୍ବର: ଆଜି ହେଉଛି ମଣ୍ଡପରେ ମହାଅଷ୍ଠମୀ ପୂଜା। ଏହିଦିନ ମହିଳାମାନେ ଅଷ୍ଟମୀ ବ୍ରତ ପାଳନ କରିଥାନ୍ତି। ସେଥିପାଇଁ ଆଜି ସକାଳୁ ବିଭିନ୍ନ ପୂଜାମଣ୍ଡପରେ ଗହଳି ଲାଗି ରହିଛି। ଆଜି ମହାଅଷ୍ଠମୀ ଉପଲକ୍ଷେ ପୂଜା ମଣ୍ଡପରେ ସ୍ବତନ୍ତ୍ର ପୂଜା କରାଯାଇଛି। ଚାରିଆଡେ ମାଙ୍କ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ରାଜଧାନୀ ଭୁବନେଶ୍ବର।

ତେବେ ଆଜି ସଂଧ୍ୟାରେ ମଣ୍ଡପଗୁଡିକରେ ପ୍ରବଳ ଭିଡ ହେବାର ଅନୁମାନ କରାଯାଉଛି। କାରଣ ଆଉ ଅଳ୍ପ ଦିନ ପରେ ମା ଏ ଧରାପୃଷ୍ଠରୁ ବିଦାୟ ନେବେ। ସେଥିପାଇଁ ସମସ୍ତ ମଣ୍ଡପରଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସଂଧ୍ୟାରେ ବିଭିନ୍ନ ମଣ୍ଡପଗୁଡିକ ରଂଗୀନ ଅଲୋକମାଳାରେ ଝଲସି ଉଠିବା ସହିତ ସୁଉଚ୍ଚ ତୋରଣ ଭକ୍ତଙ୍କୁ ଆକର୍ଷିତ କରିବାରେ ଲାଗିଛି।

DurgaPuja ଦୁର୍ଗାପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Latest News

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.