Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ଘୋଷଣା କଲା ଜିଲ୍ଲା ସଭାପତିଙ୍କ ନାମ: ଦେଖନ୍ତୁ ତାଲିକା
ଆଜିର ଖବର

ବିଜେପି ଘୋଷଣା କଲା ଜିଲ୍ଲା ସଭାପତିଙ୍କ ନାମ: ଦେଖନ୍ତୁ ତାଲିକା

November 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ନିମ୍ନରେ ସେମାନଙ୍କର ନାମ ତାଲିକା ପ୍ରକାଶ କରାଗଲା…..

ଜିଲ୍ଲା ସଭାପତି:

ଅନୁଗୁଳ – ଦିଲେଶ୍ୱର ପ୍ରଧାନ,

ବାଲେଶ୍ୱର – ଉମାକାନ୍ତ ମହାପାତ୍ର,

ବରଗଡ – ଅଶି୍ୱନୀ କୁମାର ଷଡଙ୍ଗୀ,

ଭଦ୍ରକ – ହେମନ୍ତ ପାଢୀ,

ଭୁବନେଶ୍ୱର – ବାବୁ ସିଂ ,

ବଲାଙ୍ଗୀର – ଶିବାଜୀ ମହାନ୍ତି,

ବୌଦ୍ଧ – ବିପ୍ର ଚରଣ ମହାନ୍ତି,

କଟକ ନଗର – ଲଲାଟେନ୍ଦୁ ବଡୁ,

କଟକ ସଦର – ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା,

ଦେବଗଡ – ଅରୁଣ କୁମାର ସାହୁ,

ଢେଙ୍କାନାଳ – ନରେଶ ମହାପାତ୍ର,

ଗଜପତି – ବିଧାୟକ କେ. ନାରାୟଣ ରାଓ,

ଗଂଜାମ – ଡ.ସୁବାଷ ସାହୁ, ଘୁ

ମୁସର – ଗୋକୁଳାନନ୍ଦ ମଲ୍ଲିକ,

ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର,

ଯାଜପୁର – ଗୌତମ ରାୟ,

ଝାରସୁଗୁଡା – ସୁନୀଲ ପଣ୍ଡା,

କଳାହାଣ୍ଡି – ଆର୍ତତ୍ରାଣ ମହାପାତ୍ର,

କନ୍ଧମାଳ – ଜଗନ୍ନାଥ ସାହୁ,

କେନ୍ଦ୍ରାପଡା – କିଶୋର ପଣ୍ଡା,

କେନ୍ଦୁଝର -ଅଂଶୁମାନ ସବୁଜ ମହନ୍ତ ବର୍ମା,

ଖୋର୍ଦ୍ଧା – ରଶ୍ମି ରଂଜନ ମହାପାତ୍ର,

କୋରାପୁଟ – ସୁମନ୍ତ ପ୍ରଧାନ,

ମାଲକାନଗିରି – ନିମାଇ ପାଲ୍‌,

ରାଇରଙ୍ଗପୁର – କୃପାସିନ୍ଧୁ ମହନ୍ତ,

ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ,

ନବରଙ୍ଗପୁର – ଜଗଦୀଶ ବିଶୋଇ,

ନୟାଗଡ -ତାପସ ରଞ୍ଜନ ମାର୍ଥା,

ନୂଆପଡା – ସୁବ୍ରତ ଠାକୁର,

ପୁରୀ – ଆଶ୍ରିତ ପଟ୍ଟନାୟକ,

ରାୟଗଡା – ଶିବ ପଟ୍ଟନାୟକ,

ସମ୍ବଲପୁର – ଗିରିଶ ପଟେଲ,

ସୁବର୍ଣ୍ଣପୁର – ପ୍ରମୋଦ ମହାପାତ୍ର,

ସୁନ୍ଦରଗଡ – ବିଧାୟକ ଭବାନୀ ଶଙ୍କର ଭୋଇ,

ସୁନ୍ଦରଗଡ (ବଣାଇ) – ଅନୀଲ ବାର୍ଲା,

ସୁନ୍ଦରଗଡ (ପାନପୋଷ) – ଲତିକା ପଟ୍ଟନାୟକ।

ଏନେଇ ରାଜ୍ୟ ବିଜେପି ସଭାପତି ପକ୍ଷରୁ ପ୍ରେସ୍ ବାର୍ତ୍ତା ଜରିଆରେ ଜଣାଇଛନ୍ତି।

ଜିଲ୍ଲା ସଭାପତି ବିଜେପି ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୩ରୁ ଅମରନାଥ ଯାତ୍ରା: ଏପ୍ରିଲ ୧୫ରେ ଆରମ୍ଭ ହେବ ପଞ୍ଜୀକରଣ

April 12, 2026

କମିଲା ନା ବଢିଲା, ଜାଣନ୍ତୁ ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ମୂଲ୍ୟ କେତେ?

April 12, 2026

ଚାଲିଗଲେ ଆଶା ଭୋସ୍‌ଲେ : ୯୨ ବର୍ଷରେ ଆଖି ବୁଜିଲେ

April 12, 2026

ଆମେରିକା-ଇରାନ ଆଲୋଚନା ବିଫଳ: ଏବେ ପାକିସ୍ତାନରୁ ଆସିଲା ପ୍ରଥମ ପ୍ରତିକ୍ରିୟା

April 12, 2026
Latest News

ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

April 12, 2026

ଜୁଲାଇ ୩ରୁ ଅମରନାଥ ଯାତ୍ରା: ଏପ୍ରିଲ ୧୫ରେ ଆରମ୍ଭ ହେବ ପଞ୍ଜୀକରଣ

April 12, 2026

କମିଲା ନା ବଢିଲା, ଜାଣନ୍ତୁ ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ମୂଲ୍ୟ କେତେ?

April 12, 2026

ଚାଲିଗଲେ ଆଶା ଭୋସ୍‌ଲେ : ୯୨ ବର୍ଷରେ ଆଖି ବୁଜିଲେ

April 12, 2026

ବଙ୍ଗଳା ନିର୍ବାଚନ ପୂର୍ବରୁ ୪୩ ଟିଏମସି ନେତାଙ୍କୁ ନୋଟିସ ଜାରି କଲା NIA

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.