Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକରେ ଲୋକପ୍ରିୟ ହେଉଛି ମେଗା ଧାରାବାହିକ ‘ତୁ ମୋ ସାଥିରେ’
ଆଜିର ଖବର

ଜୀ-ସାର୍ଥକରେ ଲୋକପ୍ରିୟ ହେଉଛି ମେଗା ଧାରାବାହିକ ‘ତୁ ମୋ ସାଥିରେ’

November 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି। ସେହିପରି ଏକ କାହାଣୀ ଯାହା ବିଜୟ କାଣ୍ଡୋଇଙ୍କ ପ୍ରଯୋଜିତ ଓ ଦିଲ୍ଲୀପ ଦାଶ ନିର୍ଦେଶିତ ହେଉଛି ‘ତୁ ମୋ ସାଥିରେ’।

ବିବାହା ପରେ ପ୍ରେମର ନୂଆ କାହାଣୀ ନେଇ ଆସିଛି ଜୀ-ସାର୍ଥକର ଏହି ଲୋକପ୍ରିୟ ଧାରାବାହିକ ‘ତୁ ମୋ ସାଥିରେ’ । ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ । ଘରର ଜ୍ଵାଇଁ ଭାବରେ ଅମ୍ବର, ଧାରା ପରିବାରକୁ ମଧ୍ୟ ସମାନ ଆଖିରେ ଦେଖିଛି । ସେ ଧାରାର ମା’ ମୀନାଙ୍କୁ ନିଜ ଘରକୁ ଆଣିବାକୁ ଚେଷ୍ଟା କରିଛି ହେଲେ ଧାରା ଓ ମୀନା ଏଥିରେ ରାଜି ହୋଇନାହାନ୍ତି । ବହୁତ କଷ୍ଟରେ ସେମାନଙ୍କୁ ବୁଝାଇ ଅମ୍ବର ନିଜ ଘରକୁ ଆଣିଛି ଓ ବିବାହ ସମୟରେ ରଖିଥିବା ନିଜର ଦ୍ବିତୀୟ ସର୍ତ୍ତ କଥା ପାଳନ କରିଛି ବାହାଘର ପରେ ଗୋଟିଏ ଘରେ ରହୁଛନ୍ତି ସେମାନେ ଅମ୍ବର ଓ ଧାରା ମଧ୍ୟରେ ସୁନ୍ଦର ପ୍ରେମ କାହାଣୀ ଆଗେଇ ଚାଲିଛି ଓ ଅମ୍ବର ମଧ୍ୟ ଧାରାର ପରିବାରକୁ ବହୁତ ଆଦର ଦେଇଛି କିନ୍ତୁ ସେପଟେ ଧାରା ସବୁବେଳେ ଚେଷ୍ଟାରତ କିପରି ଇନ୍ଦ୍ରାଣୀର ମୁଖା ଖୋଲିବ ଓ ଅମ୍ବରର ନିଜ ମା’ ଜାନକୀଙ୍କୁ ପ୍ରକୃତ ନ୍ୟାୟ ଦେବା ! ତେବେ କାହାଣୀରେ ଆଗକୁ କଣ ହେବ ଜାନକୀଙ୍କୁ ପ୍ରକୃତ ନ୍ୟାୟ ମିଳିବ ? ଇନ୍ଦ୍ରାଣୀର ମୁଖା ଖୋଲିବ ? ସବୁବେଳେ ଅମ୍ବର ଓ ଧାରା ମଧ୍ୟରେ ସମ୍ପର୍କ ଭଲ ରହିବତ ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଧାରାବାହିକ ଆଗେଇ ଚାଲିଛି ‘ତୁ ମୋ ସାଥିରେ’ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ-ସାର୍ଥକରେ ।

“ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। ଏହି ମେଗା ଧାରାବାହିକ, ‘ତୁ ମୋ ସାଥିରେ’ ରେ ରହିଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

ଜୀ ସାର୍ଥକ ମେଗା ଧାରାବାହିକ
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026
Latest News

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.