ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ।
ରାଜ୍ୟର ତାଙ୍କ ଏକଦିବସୀୟ ଗସ୍ତ ଅବସରରେ ଶ୍ରୀ ଧନଖଡ଼ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ଏହି ଅବସରରେ, ଉପରାଷ୍ଟ୍ରପତି ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଭିତ୍ତିଚିତ୍ରର ଉନ୍ମୋଚନ ମଧ୍ୟ କରିବେ।