
ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡି ମେଣ୍ଟରରେ ଶିବସେନା (ଉଦ୍ଧବ ଠାକରେ ଦଳ) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ବାହାରିବା ନିର୍ବାଚନ ପୂର୍ବରୁ ଏହି ବୈଠକର ଆୟୋଜନ କରଯାଇଥିଲା। ସମସ୍ତଙ୍କୁ ମଧ୍ୟ ଏହା ବିଷୟରେ ସୂଚନା ଦିଆଯାଇଥିଲା। ଖଡଗେ ଜୀ ପୂର୍ବରୁ ଦଳର ବହୁ ବଡ ନେତା ମଧ୍ୟ ଆମ ସହ ଯୋଗାଯୋଗ କରିଥିଲେ। ଆସନ୍ତାକାଲି ଉଦ୍ଧବ ଠାକରେ ମଧ୍ୟ ସଭା ପାଇଁ ଆସୁଛନ୍ତି।”