ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଡେଟସିଟ୍ ପ୍ରକାଶ କରିଛି। ଏଥର ବୋର୍ଡ ପରୀକ୍ଷା ୧୫ ଫେବୃଆରୀ ୨୦୨୪ ରୁ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ସାଇଟ୍ ପରିଦର୍ଶନ କରି ଡେଟ ସିଟ୍ ଡାଉନଲୋଡ୍ କରିପାରିବେ। cbse ଦଶମ ଦ୍ୱାଦଶ ଶ୍ରେଣୀ
ରେଭେନ୍ସା କଲିଜିଏଟ୍ ସ୍କୁଲରେ ଉଦ୍ଘାଟନ ହେଲା “ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର”December 22, 2025