ନୂଆଦିଲ୍ଲୀ: ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି। ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଡେରେକ ଓ’ବ୍ରାଇନ୍ ଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାହାଫଳରେ ସେ ସମଗ୍ର ଶୀତକାଳୀନ ଅଧିବେଶନରେ ଯୋଗ ଦେଇପାରିବେ ନାହିଁ। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ରାଜ୍ୟସଭାରୁ ନିଲମ୍ବିତ ଶୀତକାଳୀନ ଅଧିବେଶନ
ବିଜୟ ହଜାରେ ଟ୍ରଫିରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ପାଳି: ୮୪ ବଲ୍ରେ କଲେ ୧୯୦ ରନ୍December 24, 2025