Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମବଙ୍ଗରେ ରହିବା ପାଇଁ ବଙ୍ଗଳା ଶିଖିବା ଜରୁରୀ : ମମତା ବାନାର୍ଜୀ
ଆଜିର ଖବର

ପଶ୍ଚିମବଙ୍ଗରେ ରହିବା ପାଇଁ ବଙ୍ଗଳା ଶିଖିବା ଜରୁରୀ : ମମତା ବାନାର୍ଜୀ

June 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
mamta slams bjp
mamta slams bjp

ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା ଶିଖିବା ଜରୁରୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଯେତେବେଳେ ଆମେ ଅନ୍ୟ କୌଣସି ରାଜ୍ୟକୁ ଯାଉଛୁ ତେବେ ସେହି ରାଜ୍ୟର ଭାଷା କହିବାକୁ ଚେଷ୍ଟା କରୁଛୁ ସେହିପରି ଯିଏ ପଶ୍ଚିମବଙ୍ଗରେ ରହିବ ତାଙ୍କୁ ବଙ୍ଗଳା ହିଁ କହିବାକୁ ପଡିବ। ଉତ୍ତର ୨୪ ପ୍ରଗଣାର ଏକ ରାଲିରେ ଏହି ମତ ଦେଇଛନ୍ତି ମମତା। ବିଜେପି ପଶ୍ଚିମବଙ୍ଗକୁ ଗୁଜୁରାଟ ବନାଇବାକୁ ଚାହୁଁଛି ବୋଲି ମଧ୍ୟ କହିଛନ୍ତି ମମତା। ଗୁଜୁରାଟ ପରି ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଦଙ୍ଗା ରାଜନୀତି କରିବାର ପ୍ରୟାସ କରୁଛି ବୋଲି ମମତା କହିଛନ୍ତି। ବର୍ତ୍ତମାନ ବଙ୍ଗଳା ଭାଷାକୁ ଆଗକୁ ଆଣିବାର ସମୟ ଆସିଛି ବୋଲି କହିଛନ୍ତି ମମତା। ସେହିପରି ଏହି ରାଲିରେ ଅପର୍ଣ୍ଣା ସେନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ମମତା। ମମତା ଡାକ୍ତରଙ୍କ ସହିତ ଆଲୋଚନା କରି ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଧାରନ୍ତୁ ବୋଲି କହିଥିଲେ ଅପର୍ଣ୍ଣା ସେନ।

mamata thesamikhsya westbengal
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୧ ଶନିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

NSE IPO: ପ୍ରସ୍ତାବିତ ଆଇପିଓ ପାଇଁ ସେବିଠାରୁ ଏନଓସି ହାସଲ କଲା ଏନଏସଇ

January 31, 2026
Latest News

ଆଜି ଫେବୃୟାରୀ ୧ ଶନିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.