Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିପ୍‌ଟିପ୍‌ ବରଷା ପାନୀର ରିମେକ୍‌ରେ ଅକ୍ଷୟ ଓ କ୍ୟାଟ୍ରିନା
ଆଜିର ଖବର

ଟିପ୍‌ଟିପ୍‌ ବରଷା ପାନୀର ରିମେକ୍‌ରେ ଅକ୍ଷୟ ଓ କ୍ୟାଟ୍ରିନା

June 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
tip tip barsha pani in remake in suryabanshi
tip tip barsha pani in remake in suryabanshi

ବଲିଉଡ୍‌ରେ ପୁରୁଣା ଲୋକପ୍ରିୟ ହିନ୍ଦୀ ଗୀତଗୁଡ଼ିକ ରିମେକ୍‌ କରିବା ଏବେ ଏକ ନୂଆ ଟ୍ରେଣ୍ଡ୍‌ ହୋଇଛି । ଏହି କ୍ରମରେ ବଲିଉଡ୍‌ ଖିଲାଡିଷ୍ଟାର୍‌ ଅକ୍ଷୟକୁମାରଙ୍କ ଅଭିନୀତ ଅପ୍‌କମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରହିଛି । ‘ମୋହରା’ ଫିଲ୍ମର ଲୋକପ୍ରିୟ ଗୀତ ‘ଟିପ୍‌ ଟିପ୍‌ ବରଷା ପାନି’କୁ ଏହି ଫିଲ୍ମରେ ପୁଣିଥରେ ଚିତ୍ରାୟିତ କରାଯିବ । ଏହି ଫିଲ୍ମରେ ରବୀନାଙ୍କ ସହ ଅକ୍ଷୟ କୁମାର ରହିଥିବାବେଳେ ନୂଆ ରିମେକ୍‌ ସଙ୍ଗ୍‌ରେ ଅକ୍ଷୟଙ୍କ ସହ ମିସ୍‌ କୈଫ୍‌ ନଜର ଆସିବେ । ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନା କୈଫ୍‌ ଅଭିନୟ କରୁଛନ୍ତି । ତେବେ ପୂର୍ବରୁ ଅକ୍ଷୟ ଓ କ୍ୟାଟ୍ରିନା ‘ହମ୍‌କୋ ଦିଓ୍ବାନା କରଗୟୀ’ ‘ସିଙ୍ଗ ଇଜ୍‌ କିଙ୍ଗ୍‌’ , ‘ଦେ ଦନା ଦନ’, ‘ଓ୍ବେଲକମ୍‌’ ପରି ଫିଲ୍ମ କରିସାରିଛନ୍ତି । ଏହି ଫିଲ୍ମଟି ୨୦୨୦ ଇଦ୍‌ରେ ରିଲିଜ୍‌ ହେବ ବୋଲି ସୂଚନା ରହିଥିଲା । ଏହି ଫିଲ୍ମ ସହିତ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଇନ୍ସାଆଲ୍ଲା’ ମଧ୍ୟ ରିଲିଜ୍‌ ହେବାର ରହିଥିଲା । ତେବେ ରୋହିତ୍ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦେଇଛନ୍ତି । ଏହାକୁ ନେଇ ଅକ୍ଷୟଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏହାକୁ ନେଇ ଅକ୍ଷୟ କୁମାର ତାଙ୍କ ଫ୍ୟାନ୍‌ମାନଙ୍କୁ ନକାରାତ୍ମକ ଭାବନା ସୃଷ୍ଟି କରିବାରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025

ଓଡିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କୀତ ସମୀକ୍ଷୀ ବୈଠକ

September 19, 2025
Latest News

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025

ଓଡିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କୀତ ସମୀକ୍ଷୀ ବୈଠକ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.