Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେନ୍‌ରେ ମସାଜ୍‌ ସେବାକୁ ନେଇ ଆପତ୍ତି ଉଠାଇଲେ ସୁମିତ୍ରା ମହାଜନ
ଆଜିର ଖବର

ଟ୍ରେନ୍‌ରେ ମସାଜ୍‌ ସେବାକୁ ନେଇ ଆପତ୍ତି ଉଠାଇଲେ ସୁମିତ୍ରା ମହାଜନ

June 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
sumita mahajan opposed massage service
sumita mahajan opposed massage service

ରେଳ ବିଭାଗ ତରଫରୁ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହେବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ ବୋଲି କହିବା ସହିତ ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଟ୍ରେନରେ ଯାତ୍ରୀଙ୍କୁ ଉଭୟ ପାଦ ଓ ମୁଣ୍ଡର ମସାଜ ସେବା ମିଳିବ ବୋଲି ଘୋଷଣା କରିଥିଲା ରେଳ ବିଭାଗ। ଏଥିପାଇଁ ୧୦୦ ଟଙ୍କାର ଟିକଟ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି କୁହାଯାଇ ଥିଲା। ସେହିପରି ଇନ୍ଦୋର ରେଳଷ୍ଟେନ୍‌ରେ ମସାଜ୍‌ ପାର୍ଲର ଖୋଲାଯିବ କି ବୋଲି ରେଳମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ସୁମିତ୍ରା ମହାଜନ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମକର ସଂକ୍ରାନ୍ତି: ଏହି ଦିନକୁ କାହିଁକି ପବିତ୍ର ଦିନ ବୋଲି ଧରାଯାଏ? ଜାଣନ୍ତୁ କାରଣ

January 14, 2026

ଆଜି ହେଉଛି ମକର ସଂକ୍ରାନ୍ତି: ଜାଣନ୍ତୁ ଏହି ବିଶେଷ ଦିନରେ କଣ କଲେ ଆପଣଙ୍କୁ ମିଳିବ ସଫଳତା

January 14, 2026

ଆଜି ଜାନୁୟାରୀ ୧୪ ତାରିଖ ବୁଧବାରରେ ପାଞ୍ଚୋଟି ରାଶି ଉପରେ ସନ୍ତୁଷ୍ଠ ଅଛନ୍ତି କୁବେର ଦେବ

January 14, 2026

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026
Latest News

ଆଜି ମକର ସଂକ୍ରାନ୍ତି: ଏହି ଦିନକୁ କାହିଁକି ପବିତ୍ର ଦିନ ବୋଲି ଧରାଯାଏ? ଜାଣନ୍ତୁ କାରଣ

January 14, 2026

ଆଜି ହେଉଛି ମକର ସଂକ୍ରାନ୍ତି: ଜାଣନ୍ତୁ ଏହି ବିଶେଷ ଦିନରେ କଣ କଲେ ଆପଣଙ୍କୁ ମିଳିବ ସଫଳତା

January 14, 2026

ଆଜି ଜାନୁୟାରୀ ୧୪ ତାରିଖ ବୁଧବାରରେ ପାଞ୍ଚୋଟି ରାଶି ଉପରେ ସନ୍ତୁଷ୍ଠ ଅଛନ୍ତି କୁବେର ଦେବ

January 14, 2026

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.