Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରଦ୍ଧାଞ୍ଜଳି: ନୋଳିଆ ଅଭିନୟ କରିବା ପାଇଁ ନୋଳିଆ ବସ୍ତରେ ରହିଥିଲେ ସାଧୁ ମେହେର
ଆଜିର ଖବର

ଶ୍ରଦ୍ଧାଞ୍ଜଳି: ନୋଳିଆ ଅଭିନୟ କରିବା ପାଇଁ ନୋଳିଆ ବସ୍ତରେ ରହିଥିଲେ ସାଧୁ ମେହେର

February 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
SadhuMeher
ଶ୍ରଦ୍ଧାଞ୍ଜଳି: ନୋଳିଆ ଅଭିନୟ କରିବା ପାଇଁ ନୋଳିଆ ବସ୍ତରେ ରହିଥିଲେ ସାଧୁ ମେହେର

ଆଲେଖ୍ୟ:- ସୂର୍ଯ୍ୟ ଦେଓ

ପ୍ରାୟ ପଚାଶ ବର୍ଷ ପାଖାପାଖି ହେବ, ଏକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସାଧୁ ମେହରଙ୍କ ସାଧନା ଓ ଅଭିସାର କିମ୍ବଦନ୍ତୀ ହୋଇଗଲା। ପାଖାପାଖି ପଚାଶ ବର୍ଷ ତଳର ସେ ସାଧନା ଆଜି ବି ଉଦାହରଣ। ଅଭିନୟ ପାଇଁ ସେ ଉପଲକ୍ଷ ଆଜି ବି ଦୃଷ୍ଟାନ୍ତ।

ହୁଏତ ଆପଣଙ୍କୁ ଅବାକ୍ ଲାଗିପାରେ ବତୀଘର ଚଳଚ୍ଚିତ୍ର ପାଇଁ ସାଧୁ ମେହର ନୋଳିଆ ବସ୍ତିରେ ନୋଳିଆ ପରି ରହି ଅଭିନୟ ଶିଖିଥିଲେ। ୧୯୭୬ର ଓଡ଼ିଆ ଚଳଚ୍ଚିତ୍ର ବତୀଘର। ସାଧୁମେହରଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ବତୀଘର। ବତୀଘରରେ ଅଭିନୟ ବେଳକୁ ସେ ହିନ୍ଦୀ କଥାଚିତ୍ର ‘ଅଙ୍କୁର୍‌’ରେ ଶ୍ରେଷ୍ଠ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇସାରିଥିଲେ।

ବତୀଘରର ନର୍ଦ୍ଦେଶକ ଥିଲେ ଅଭିଯାତ୍ରୀକ। ଅଭିଯାତ୍ରୀକ ଏକ ଦଳର ନାମ। ଦଳରେ ଅନନ୍ତ ମହାପାତ୍ର, ବ୍ୟୋମକେଶ ତ୍ରିପାଠୀ, ସାଧୁୁ ମେହେର ଓ ଆଶୁ ଦ ଥିଲେ ଏବଂ ଆଶୁ ଦତ୍ତଙ୍କ ବ୍ୟତୀତ ଅନ୍ୟମାନେ ବତୀଘର ଅଭିନୟ ସହ ସଂପୃକ୍ତ ଥିଲେ। ଆଶୁ ଦତ୍ତ ବତୀଘରର କ୍ୟାମେରାମ୍ୟାନ ଥିଲେ। ଅତଏବ ସାଧୁ ମେହେରଙ୍କ ଚଳଚ୍ଚିତ୍ର ନିର୍ଦ୍ଦେଶନାର ଆରମ୍ଭ ମଧ୍ୟ ଦଳଗତ ଭାବେ ବତୀଘରରୁ।

ଫଟୋ ସୌଜନ୍ୟ- ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ( ଫଟୋଟି ହେଉଛି ବତିଘର ଚଳଚିତ୍ରର ମହୁରତ୍। ମହୁରତ୍ କ୍ଲାପ୍ ଦେଉଛନ୍ତି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ, ପାଖରେ ଅଛନ୍ତି ଧୀର ବିଶ୍ୱାଳ, ଡାହାଣରେ ଦ୍ୱିତୀୟକୁ ଅଛନ୍ତି ସାଧୁ ମେହେର)

SadhuMeher ସାଧୁ ମେହେର ସୂର୍ଯ୍ୟ ଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.