
ନୂଆଦିଲ୍ଲୀ: ଆଜି ଶିଖ୍ ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଚ୍ଛା ଜଣାଇଛନ୍ତି।
ପ୍ରାଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଶିଖ୍ ନୂଆବର୍ଷ ଆରମ୍ଭ ଅବସରରେ ଶୁଭେଚ୍ଛା। ଓ୍ବାହେଗୁରୁଙ୍କ ଅସୀମ ଅନୁଗ୍ରହ ସମସ୍ତଙ୍କୁ ସୁସ୍ଥ ରଖôବା ସହ ସୁଖ ସମୃଦ୍ଧି ଆଣିଦେଉ। ଗୁରୁ ସାହେବଙ୍କ ବାଣୀ ଆମ ସମାଜକୁ ଆଲୋକିତ କରୁ।”
Tags: narendra modi, sikh new year