Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଗୁଲାବୋ ସିତାବୋ’ର ଫାଷ୍ଟ ଲୁକ୍‌ ଜାରି : ବୁଢା ଲୋକ ଭୂମିକାରେ ବିଗ୍‌ବି
ଆଜିର ଖବର

‘ଗୁଲାବୋ ସିତାବୋ’ର ଫାଷ୍ଟ ଲୁକ୍‌ ଜାରି : ବୁଢା ଲୋକ ଭୂମିକାରେ ବିଗ୍‌ବି

June 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Gulabo Sitabo: Amitabh Bachchan's first look
Gulabo Sitabo: Amitabh Bachchan's first look

ବିଗ୍‌ ବି ଅମିତାଭ ବଚ୍ଚନ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଇତି ମଧ୍ୟରେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି ହୋଇଛି । ଏଥିରେ ଅମିତାଭ ବଚ୍ଚନ ଜଣେ ବୁଢା ଲୋକ ଭୂମିକାରେ ନଜର ଆସିଛନ୍ତି ।  ଏଥିରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି। ସେ ମୋଟା ଚଷମା ପିନ୍ଧିବା ସାଙ୍ଗକୁ ଲମ୍ବା ଦାଢ଼ି ରଖିଛନ୍ତି। ତାଙ୍କ ନାକ ମୋଟା ହୋଇଥିବା ବେଳେ ମୁଣ୍ଡରେ ଏକ ଗାମୁଛା ମଧ୍ୟ ଗୁଡ଼ାଇଛନ୍ତି। ବିଗ୍‌ ବିଙ୍କ ଏହି ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମର ନିର୍ଦ୍ଦେଶନା ଭାର ସୁଜିତ୍‌ ସିରକାର୍‌ ଗ୍ରହଣ କରିଥିବାବେଳେ ଏହାର କାହାଣୀ ଲେଖିଛନ୍ତି ଜୁହୀ ଚର୍ତୁବେଦୀ । ‘ପିଙ୍କ୍‌’ ପରେ  ଅମିତାଭ ଓ ସୁଜିତ୍‌ଙ୍କ ଏହା ଦ୍ବିତୀୟ ଫିଲ୍ମ । ଏହି ଫିଲ୍ମରେ ଅମିତାଭଙ୍କ ସହ ପ୍ରଥମଥର ପାଇଁ ଅଭିନେତା ଆୟୁଷ୍ମାନ ଖୁରାନା ନଜର ଆସିବେ । ଫିଲ୍ମଟି ୨୦୨୦ ମସିହା ଏପ୍ରିଲ୍‌ ୨୪ ତାରିଖରେ ପରଦା ଉପରକୁ ଆସିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025

ଜଣେ ସାଧାରଣ ବ୍ୟକ୍ତି ଘରେ କେତେ ସୁନା ରଖିପାରିବେ, କ’ଣ ଅଛି ନିୟମ?

September 19, 2025

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି H3N2 ଭାଇରସ୍, ଜାଣନ୍ତୁ ସୁରକ୍ଷିତ ରହିବାର ଉପାୟ

September 19, 2025

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025
Latest News

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025

ଜଣେ ସାଧାରଣ ବ୍ୟକ୍ତି ଘରେ କେତେ ସୁନା ରଖିପାରିବେ, କ’ଣ ଅଛି ନିୟମ?

September 19, 2025

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି H3N2 ଭାଇରସ୍, ଜାଣନ୍ତୁ ସୁରକ୍ଷିତ ରହିବାର ଉପାୟ

September 19, 2025

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025

ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ର ଅଭିଯୋଗ ଉପରେ ଏନଡିଏ ନେତା କ୍ଷୁବ୍ଧ, ଜାଣନ୍ତୁ କ’ଣ କହିଲା ଆରଜେଡି?

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.