Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜୁରାଟରେ କଂଗ୍ରେସକୁ ଝଟକା: ସୁରଟ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ରଦ୍ଦ
ଆଜିର ଖବର

ଗୁଜୁରାଟରେ କଂଗ୍ରେସକୁ ଝଟକା: ସୁରଟ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ରଦ୍ଦ

April 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ଗୁଜରାଟରେ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସୁରଟ ଆସନରୁ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ଫର୍ମ ରଦ୍ଦ କରାଯାଇଛି। ଏହା ପରେ ସୁରଟରେ ହାଇ ଭୋଲଟେଜ ଡ୍ରାମା ଆରମ୍ଭ ହୋଇଥିଲା। ଜିଲ୍ଲାପାଳଙ୍କ ଅଫିସରେ ଦୀର୍ଘ ଶୁଣାଣି ପରେ, ହାଇ ଭୋଲଟେଜ୍ ଡ୍ରାମା ସମାପ୍ତ ହୋଇଥିଲା।

ଗୁଜରାଟରେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ଅବୈଧ ହେବା ପରେ ସେ ସୁରଟ ଲୋକସଭା ଆସନରୁ ଆଉ ନିର୍ବାଚନ ଲଢିପାରିବେ ନାହିଁ। ପ୍ରସ୍ତାବକଙ୍କ ଦସ୍ତଖତକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା।

ଗୁଜରାଟର ସୁରଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବନୀ ଯେତେବେଳେ ତାଙ୍କର ତିନି ଜଣ ପ୍ରସ୍ତାବକଙ୍କ ମଧ୍ୟରୁ ଜଣେ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିନଥିଲେ, ସେତେବେଳେ ତାଙ୍କୁ ଝଟକା ଲାଗିଥିଲା। ଏହା ପରେ ନିର୍ବାଚନ ଅଧିକାରୀ ସୁରଟ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ଫର୍ମ ବାତିଲ କରିଥିଲେ। ବିଜେପି ପକ୍ଷରୁ ଦୀନେଶ ଯୋହଧାନୀ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ତିନି ପ୍ରସ୍ତାବକଙ୍କ ଦସ୍ତଖତ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।

ସୁରଟରୁ କଂଗ୍ରେସ ପ୍ରାର୍ଥୀଙ୍କ ତିନିଜଣ ସମର୍ଥକ ଅଭିଯୋଗ କରିଥିଲେ ଯେ, ନାମାଙ୍କନ ଫର୍ମରେ ସେମାନଙ୍କ ଦସ୍ତଖତ ନକଲି। କଲେକ୍ଟର କାର୍ଯ୍ୟାଳୟର ନିର୍ଦ୍ଦେଶରେ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ବାତିଲ କରାଯାଇଛି। ସୂଚନା ଅନୁଯାୟୀ, ଏହି ମାମଲାର ଶୁଣାଣି ସମୟରେ ତାଙ୍କ ପ୍ରାର୍ଥୀ ପାଇଁ ସମର୍ଥକ ଭାବରେ ଦସ୍ତଖତ କରିଥିବା ତିନିଜଣ ସମର୍ଥକ ହାଜର ହୋଇନଥିଲେ, ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ପ୍ରକାଶ ଯେ, ଗୁଜୁରାଟରେ ମୋଟ ୨୬ ଟି ଲୋକସଭା ଆସନ ଅଛି। ମଇ ୭ ତାରିଖରେ ତୃତୀୟ ପର୍ଯ୍ୟାୟରେ ଏଠାରେ ଥିବା ସମସ୍ତ ୨୬ ଟି ସିଟ୍ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ଏବଂ ଜୁନ୍ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ।

Elections 2024 Gujarat News Lok Sabha Elections Lok Sabha Elections 2024 Nilesh Kumbhani
Share. Facebook Twitter LinkedIn Email WhatsApp Copy Link

Related Posts

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍: ଭାରତୀୟ ଦୂତାବାସ ଦଖଲ କରିବାକୁ ଦେଲେ ଧମକ

September 17, 2025

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025
Latest News

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍: ଭାରତୀୟ ଦୂତାବାସ ଦଖଲ କରିବାକୁ ଦେଲେ ଧମକ

September 17, 2025

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.