Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲ ପିଲାଙ୍କୁ ମିଳିବ ବାଟଖର୍ଚ୍ଚ, ସିଧାସଳଖ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ଟଙ୍କା – ସମୀର ଦାଶ
ଆଜିର ଖବର

ସ୍କୁଲ ପିଲାଙ୍କୁ ମିଳିବ ବାଟଖର୍ଚ୍ଚ, ସିଧାସଳଖ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ଟଙ୍କା – ସମୀର ଦାଶ

June 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

 

ଛାତ୍ରଛାତ୍ରୀ ସଂଖ୍ୟା କମ୍‌ ଥିବା ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ୧୦ରୁ କମ୍‌ ପିଲା ଥିବା ସ୍କୁଲ ବନ୍ଦ ହେବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ବନ୍ଦ ହେଉଥିବା ସ୍କୁଲର ପିଲାମାନେ ନିକଟ ସ୍କୁଲରେ ପାଠ ପଢିବେ। ସେହିପରି ସ୍କୁଲ ଯିବାକୁ ଯାତାୟତ ଖର୍ଚ୍ଚ ମିଳିବ। ୧ କିମିରୁ ସ୍କୁଲ ଅଧିକ ଦୂର ହେଲେ ଯାତାୟାତ ଖର୍ଚ୍ଚ ବହନ କରିବେ ସରକାର। ୭୫%ରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ, ବାର୍ଷିକ ୬ ହଜାର ମିଳିବ। ୫୦ରୁ ୭୫% ଉପସ୍ଥାନ ପାଇଁ ମାସକୁ ୪ ଶହ, ବାର୍ଷିକ ୪ ହଜାରଟଙ୍କା। ସେହିପରି ୩୦ରୁ ୫୦% ଉପସ୍ଥାନ ପାଇଁ ମାସିକ ୩ ଶହ ଓ ବାର୍ଷିକ ୩ ହଜାର ଟଙ୍କା ମିଳିବ। ୩୦ପ୍ରତିଶତର କମ୍‌ ଉପସ୍ଥାନ ଥିଲେ ଆଦୌ ଯାତାୟତ ଖର୍ଚ୍ଚ ମିଳିବ ନାହିଁ। ଯାତାୟତ ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର୍‌ ଦାଶ।

 

parents samirdas student ta thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଛତ୍ରପୁର ରେଳ ଷ୍ଟେସନରୁ ୪ ନାବାଳକ ଉଦ୍ଧାର

July 8, 2026

ଶୋପିୟାଁରେ ଲସ୍କର ଆତଙ୍କବାଦୀ ନିହତ

July 8, 2026

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର

July 8, 2026

ରାଉରକେଲାରେ ସଡ଼କ ଦୁର୍ଘଟଣା: ଆରଏସପି କର୍ମଚାରୀଙ୍କୁ ଟ୍ରକ୍ ଧକ୍କା

July 8, 2026
Latest News

ଆଉ ବିଶ୍ୱକୁ ତେଲ ବିକ୍ରୟ କରିପାରିବ ନାହିଁ ଇରାନ: ପୁଣି କଟକଣା ଲଗାଇଲେ ଟ୍ରମ୍ପ

July 8, 2026

ଛତ୍ରପୁର ରେଳ ଷ୍ଟେସନରୁ ୪ ନାବାଳକ ଉଦ୍ଧାର

July 8, 2026

ଶୋପିୟାଁରେ ଲସ୍କର ଆତଙ୍କବାଦୀ ନିହତ

July 8, 2026

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର

July 8, 2026

ରାଉରକେଲାରେ ସଡ଼କ ଦୁର୍ଘଟଣା: ଆରଏସପି କର୍ମଚାରୀଙ୍କୁ ଟ୍ରକ୍ ଧକ୍କା

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.