Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁ କାଶ୍ମୀରର ସୋପିଆଁରେ ଏନ୍‌କାଉଣ୍ଟର : ୪ ଆତଙ୍କୀ ମୃତ
ଆଜିର ଖବର

ଜମ୍ମୁ କାଶ୍ମୀରର ସୋପିଆଁରେ ଏନ୍‌କାଉଣ୍ଟର : ୪ ଆତଙ୍କୀ ମୃତ

June 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
army kills terrorist
army kills terrorist

ଜମ୍ମୁ କାଶ୍ମୀରର ସୋପିଆଁରେ ସୁରକ୍ଷାବଳଙ୍କୁ ସଫଳତା ମିଳିଛି। ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ୪ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବଳ। ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳ ଅଧିକାରୀଙ୍କ ସର୍ଚ୍ଚ ଅପରେସନ୍‌ ସମୟରେ ଆତଙ୍କୀମାନେ ପ୍ରଥମେ ସୁରକ୍ଷା ବଳଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେ ୪ ଆତଙ୍କୀ ନିପାତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଆଜି ସକାଳେ ୩୩ ରାଷ୍ଟ୍ରୀୟ ରାଇଫଲ୍‌ସ, ଏସ୍‌ଓଜି ଯବାନ ଏବଂ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ସୋପିଆଁରେ ଉଭୟ ପକ୍ଷଙ୍କ ମଧ୍ୟରେ ବର୍ତ୍ତମାନ ମଧ୍ୟ ଗୁଳିକାଣ୍ଡ ଜାରି ରହିଛି। ପ୍ରାରମ୍ଭରୁ ଦୁଇ  ଆତଙ୍କୀ ନିହତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଥିଲା। ମୃତ ଆତଙ୍କୀଙ୍କୁ ଚିହ୍ନଟ କରିବାର ପ୍ରୟାସ ଚଳାଇଛି ସୁରକ୍ଷା ବଳ। ଉଲ୍ଲେଖଯୋଗ୍ୟ ଯେ, ଶନିବାର ମଧ୍ୟ ବୋନିୟାରରେ ଘଟିଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ପ୍ରାଣ ହରାଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରେଭେନ୍ସା କଲିଜିଏଟ୍ ସ୍କୁଲରେ ଉଦ୍ଘାଟନ ହେଲା “ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର”

December 22, 2025

ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ DRDO ଏବଂ RRU ମଧ୍ୟରେ ଏମଓୟୁ ସ୍ୱାକ୍ଷର

December 22, 2025

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଡାଲଚିନିର ଉପକାରିତା ଉପରେ କହିଲେ ଡାକ୍ତର

December 22, 2025

ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

December 22, 2025
Latest News

ରେଭେନ୍ସା କଲିଜିଏଟ୍ ସ୍କୁଲରେ ଉଦ୍ଘାଟନ ହେଲା “ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର”

December 22, 2025

ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ DRDO ଏବଂ RRU ମଧ୍ୟରେ ଏମଓୟୁ ସ୍ୱାକ୍ଷର

December 22, 2025

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଡାଲଚିନିର ଉପକାରିତା ଉପରେ କହିଲେ ଡାକ୍ତର

December 22, 2025

ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

December 22, 2025

ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ମାମଲା: ବିସ୍ତୃତ ରିପୋର୍ଟ ମାଗିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.