Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସଦାଚର ମାମଲା: ସ୍ଵାତୀ ମାଲିୱାଲଙ୍କ ଘରେ ପହଞ୍ଚିଲେ ୩ ଆଇପିଏସ୍ ଅଧିକାରୀ
ଆଜିର ଖବର

ଅସଦାଚର ମାମଲା: ସ୍ଵାତୀ ମାଲିୱାଲଙ୍କ ଘରେ ପହଞ୍ଚିଲେ ୩ ଆଇପିଏସ୍ ଅଧିକାରୀ

May 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୁର୍ବ୍ୟବହାର ମାମଲାରେ ବିବୃତ୍ତି ନେବାକୁ ଦିଲ୍ଲୀ ପୋଲିସର ୩ ଆଇପିଏସ୍ ଅଧିକାରୀ ସ୍ଵାତୀ ମାଲିୱାଲଙ୍କ ଘରେ ପହଞ୍ଚିଛି। ପ୍ରକାଶ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ସ୍ଵାତୀ ମାଲିୱାଲଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ୩ ଆଇଏଏସ୍ ଅଧିକାରୀଙ୍କ ଏକ ଦଳ ସ୍ଵାତୀ ମାଲିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି।

ସୂଚନାନୁସାରେ, ଦିଲ୍ଲୀ ପୋଲିସକୁ PCR କଲ ଆସିଥିଲା ​​ଏବଂ ଏହା ପରେ ସ୍ଵାତୀ ନିଜେ ପୋଲିସ ଷ୍ଟେସନକୁ ଯାଇ କହିଥିଲେ ଯେ, ସେ ପରେ ଅଭିଯୋଗ କରିବେ। ଏହାକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଅଧିକାରୀଙ୍କ ଏକ ଟିମ୍ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ତାଙ୍କ ପକ୍ଷ ନେବା କିମ୍ବା ଲିଖିତ ଅଭିଯୋଗ ଦାଖଲ କରିବେ ନା ଏ ବାବଦରେ ତାଙ୍କ ବିବୃତ୍ତି ଗ୍ରହଣ କରିବାକୁ ପୋଲିସ ପହଞ୍ଚିଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିବେକ କୁମାରଙ୍କୁ ସ୍ଵାତୀ ମାଲିୱାଲଙ୍କ ସହିତ ଅସଦାଚାରଣ ମାମଲାରେ ଜାତୀୟ ମହିଳା କମିଶନଙ୍କ ଦ୍ୱାରା ନୋଟିସ ପଠାଯାଇଛି।

Bibhav kumar delhi police National Commission for Women swati maliwal
Share. Facebook Twitter LinkedIn Email WhatsApp Copy Link

Related Posts

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026
Latest News

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.