Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରଫି ଏବଂ ପଦକ ବିକିବେ ଓ୍ବିମ୍ବିଲଡନ୍‌ର ସର୍ବକନିଷ୍ଠ ବିଜେତା ବୋରିସ୍‌ ବେକର୍‌
ଆଜିର ଖବର

ଟ୍ରଫି ଏବଂ ପଦକ ବିକିବେ ଓ୍ବିମ୍ବିଲଡନ୍‌ର ସର୍ବକନିଷ୍ଠ ବିଜେତା ବୋରିସ୍‌ ବେକର୍‌

June 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିଜର ଋଣ ଶୁଝିବା ନିମନ୍ତେ ଜର୍ମାନୀର ଟେନିସ୍‌ କିମ୍ବଦନ୍ତୀ ବୋରିସ୍‌ ବେକର ନିଜର ସମସ୍ତ ଟ୍ରଫି ଏବଂ ସମ୍ମାନ ବିକିବାକୁ ଯାଉଛନ୍ତି । ବ୍ରିଟେନ୍‌ର ଏକ ଫାର୍ମ ଓ୍ବାଇଲ୍‌ସ ହାର୍ଡି ନିଜର ଓ୍ବେବ୍‌ସାଇଟ୍‌ରେ ଏହି ସମସ୍ତ ଟ୍ରଫି ଏବଂ ପଦକର ନିଲାମ କରାଇବ । ଆସନ୍ତା ଜୁଲାଇ 11 ପର୍ଯ୍ୟନ୍ତ ଏହି ସମସ୍ତ ସାମଗ୍ରୀର ନିଲାମ କରାଯିବ ।17 ବର୍ଷ ବୟସରେ ନିଜର ପ୍ରଥମ ଓ୍ବିମ୍ବିଲଡନ୍‌ ହାସଲ କରି ଓ୍ବିମ୍ବିଲଡନ୍‌ର ସର୍ବକନିଷ୍ଠ ବିଜେତା ହେବାର ରେକର୍ଡ ରଖିଥିବା ବେକର ନିଜ କ୍ୟାରିୟରରେ ସମୁଦାୟ 82ଟି ଟାଇଟଲ୍‌ ଜିତିଛନ୍ତି । 2017ରେ ବେକରଙ୍କୁ ଦେବାଳିବ ଘୋଷଣା କରାଯାଇଥିଲା । 2018ରେ ସରକାର ଏହି ସାମଗ୍ରୀ ଗୁଡିକର ନିଲାମୀ କରିବାକୁ ପ୍ରୟାସ କରୁଥିଲେ ମାତ୍ର ବେକରଙ୍କ ପକ୍ଷରୁ ବିରୋଧ କରାଯିବା ପରେ ଏହାକୁ ରୋକା ଯାଇଥିଲା । ଋଣ ପରିଶୋଧ ପାଇଁ ସ୍ବୟଂ ବେକର ଏହି ସାମଗ୍ରୀ ବିକ୍ରି କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

November 7, 2025

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025
Latest News

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

November 7, 2025

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.