ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ବଡ ଖବର ଆସିଛି। ମୌସୁମୀ ଓଡିଶା ଛୁଇଁଥିବା ସୂଚନା ରହିଛି। ରାଜ୍ୟରେ ୪ ଦିନ ପୂର୍ବରୁ ମୌସୁମୀ ପ୍ରବେଶ କରିଛି। ବର୍ତ୍ତମାନ ମାଲକାନଗିରିରେ ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଥିବା ଜଣାପଡିଛି।
ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପ୍ରଦାନ କରାଯାଉ: ଓଷ୍ଟାOctober 18, 2025