Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭ ଜଣିଆ ବିଧାନସଭା ଅଧିଷ୍ଠାତା ମଣ୍ଡଳୀ ଘୋଷଣା କଲେ ବାଚସ୍ପତି
ଆଜିର ଖବର

୭ ଜଣିଆ ବିଧାନସଭା ଅଧିଷ୍ଠାତା ମଣ୍ଡଳୀ ଘୋଷଣା କଲେ ବାଚସ୍ପତି

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ବିଧାନସଭାର ଷୋଡଶ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଅଧିବେଶନ ଆରମ୍ଭ ହୋଇଥିଲା ।  ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୭ ଜଣିଆ ବିଧାନସଭା ଅଧିଷ୍ଠାତା ମଣ୍ଡଳୀ ଘୋଷଣା କରିଛନ୍ତି । ଏହି ଅଧିଷ୍ଠାତା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲୀ, ସୁବାସ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ସଦସ୍ୟ ରହିଛନ୍ତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ଏହି ଅଧିଷ୍ଠାତା ମଣ୍ଡଳୀର ସଦସ୍ୟମାନେ ଗୃହକାର୍ଯ୍ୟ ତୁଲାଇବେ । ଅଧିବେଶନର ପ୍ରଥମ ପର୍ଯ୍ୟା଼ୟ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳର ଭୂମିକା ଗ୍ରହଣ କରିିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ପ୍ରଶାସନର ବଡ ନିଷ୍ପତ୍ତି: ପାର୍ବଣରେ ଭସାଣି ଶୋଭାଯାତ୍ରା ଓ ସ୍ବଚ୍ଛତା ମେଢ଼ କମିଟି ହେବେ ପୁରସ୍କୃତ

September 19, 2025

ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ କଳିଙ୍ଗ ଷ୍ଟାଡିୟମ ଠାରେ ହେବ ବିଶାଳ ଗଣଦୌଡ,ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

September 19, 2025

ସ୍କୁଲରେ ପାଠ ହେବ ଭଗବତ ଗୀତା, ବିଧାନସଭାରେ ଉତ୍ତର ରଖିଲେ ଶିକ୍ଷା ମନ୍ତ୍ରୀ

September 19, 2025
Latest News

ଖୋର୍ଦ୍ଧା ପ୍ରଶାସନର ବଡ ନିଷ୍ପତ୍ତି: ପାର୍ବଣରେ ଭସାଣି ଶୋଭାଯାତ୍ରା ଓ ସ୍ବଚ୍ଛତା ମେଢ଼ କମିଟି ହେବେ ପୁରସ୍କୃତ

September 19, 2025

ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ କଳିଙ୍ଗ ଷ୍ଟାଡିୟମ ଠାରେ ହେବ ବିଶାଳ ଗଣଦୌଡ,ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

September 19, 2025

ସ୍କୁଲରେ ପାଠ ହେବ ଭଗବତ ଗୀତା, ବିଧାନସଭାରେ ଉତ୍ତର ରଖିଲେ ଶିକ୍ଷା ମନ୍ତ୍ରୀ

September 19, 2025

ଚିଲିକା ବିଜେପି ପକ୍ଷରୁ ଆସନ୍ତା ରବିବାର ଦିନ ମାଗଣା ସ୍ବାସ୍ଥ୍ୟ ଶିବିର

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.