Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିନା ଘୋଷଣାରେ ବିରୋଧୀ ଦଳନେତା ପ୍ରସଙ୍ଗ : ବାଚସ୍ପତି ଭୁଲ୍‌ କରିଛନ୍ତି ବୋଲି କହିଲେ ନରସିଂହ ମିଶ୍ର
ଆଜିର ଖବର

ବିନା ଘୋଷଣାରେ ବିରୋଧୀ ଦଳନେତା ପ୍ରସଙ୍ଗ : ବାଚସ୍ପତି ଭୁଲ୍‌ କରିଛନ୍ତି ବୋଲି କହିଲେ ନରସିଂହ ମିଶ୍ର

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ଘେରିଛି । ଚଳିତଥର ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳର ଭୂମିକା ନିଭାଉଛି । ବିଜେପି ତରଫରୁ ବିରୋଧୀ ଦଳର ନେତା ଭାବେ ପ୍ରଦୀପ୍ତ ନାଏକ ରହିଥିବାବେଳେ ତାଙ୍କ ନାମ ଗୃହରେ ଘୋଷଣା  କରାଯାଇ ନଥିଲା ।  ବିନା ବୈଧାନିକ ଘୋଷଣାରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କୁ ସମ୍ବୋଧନ କରିଥିବା ହେତୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଧାନସଭା ଇତିହାସରେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ନରସିଂହ ମିଶ୍ର । ବିରୋଧୀ ଦଳ ନେତା କିଏ, ବାଚସ୍ପତି ଗୃହରେ ଘୋଷଣା କରିନାହାନ୍ତି । ଘୋଷଣା ନ କରି କିଭଳି ତାଙ୍କୁ ଭାଷଣ ଦେବାକୁ ଡାକିଲେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।  ସରକାରୀ ଦଳ ମୁଖ୍ୟ ସଚେତକ ବି ତାଙ୍କୁ ଧନ୍ୟବାଦ ଦେଲେ । ମେଣ୍ଟ ଘୋଷଣା ନହେଲେ ବି  ଉଭୟ ଦଳ ଏକାଠି ଅଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । ରାଜ୍ୟସଭା ଆସନ ବିଜେପିକୁ  ଛାଡ଼ିଦେବା ଫଳରେ  ବିଜେପି ବିଜେଡ଼ିର ଅଂଶୀଦାର ଦଳ ବୋଲି ସୂଚାଉଛି । ତେଣୁ ରାଜ୍ୟପାଳଙ୍କ ଅଭିଭାଷଣରେ କେନ୍ଦ୍ର ଅବହେଳା କଥା ଉଠାଇନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ।

Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

March 4, 2026

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026

ହୋଲିରେ ମଦ୍ୟପାନ କରି ଗାଡି ଚଲାଉଥିଲେ ହୋଇଯା’ନ୍ତୁ ସାବଧାନ!: କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

March 4, 2026
Latest News

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

March 4, 2026

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026

ହୋଲିରେ ମଦ୍ୟପାନ କରି ଗାଡି ଚଲାଉଥିଲେ ହୋଇଯା’ନ୍ତୁ ସାବଧାନ!: କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

March 4, 2026

ଆଜି ମାର୍ଚ୍ଚ ୪ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.