Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ବି କଡା ଟକ୍କର ଦେଲା ଆୟର୍ଲାଣ୍ଡ: 107 ରନ ଲକ୍ଷ୍ୟ ପାଇଁ ପାକିସ୍ତାନ କଲା ସଂଘର୍ଷ
ଆଜିର ଖବର

ଏଥର ବି କଡା ଟକ୍କର ଦେଲା ଆୟର୍ଲାଣ୍ଡ: 107 ରନ ଲକ୍ଷ୍ୟ ପାଇଁ ପାକିସ୍ତାନ କଲା ସଂଘର୍ଷ

June 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: 2024 ଟି -20 ବିଶ୍ୱକପ୍ ର ଶେଷ ଲିଗ୍ ମ୍ୟାଚ୍ ରେ ପାକିସ୍ତାନ ଆୟର୍ଲାଣ୍ଡକୁ 3 ୱିକେଟ୍ ରେ ପରାସ୍ତ କରିଛି। ତେବେ 107 ରନର ଲକ୍ଷ୍ୟ ହାସଲ କରିବା ପାଇଁ ପାକିସ୍ଥାନକୁ ସଂଘର୍ଷ କରିବାକୁ ପଡିଛି। ପାକିସ୍ତାନ ପାଇଁ ପ୍ରଥମେ ଶାହିନ୍ ଆଫ୍ରିଦି ଏବଂ ଇମାଦ୍ ୱାସିମ୍ ବୋଲିଂ କରି ହଇଚଇ ସୃଷ୍ଟି କରିଥିଲେ ଏବଂ ପରେ ବାବର ଆଜାମ ବ୍ୟାଟିଂ କରିବା ସମୟରେ କାନ୍ଥ ହୋଇ ଛିଡା ହୋଇଥିଲେ। ଦୁଇଟି ଚୌକା ସହାୟତାରେ 34 ବଲରେ 32 ରନ୍ ସ୍କୋର କରି ବାବର ଆଜାମ ଅପରାଜିତ ଫେରିଥିଲେ।

ଆୟର୍ଲାଣ୍ଡର 107 ରନ୍‌ର ଟାର୍ଗେଟକୁ ପିଛା କରି ପାକିସ୍ତାନ ଏକ ସମୟରେ 11 ଓଭରରେ 62 ରନ୍ ପାଇଁ 6 ୱିକେଟ୍ ହରାଇଥିଲା। ତା’ପରେ ଲାଗୁଥିଲା ଯେପରି ଏଥର ବି ପାକିସ୍ଥାନକୁ ଝଟକା ଲାଗିବ, କିନ୍ତୁ ବାବର ଆଜାମ ଅବ୍ବାସ ଆଫ୍ରିଦିଙ୍କ ସହ ସପ୍ତମ ୱିକେଟ୍ ପାଇଁ 33 ରନର ଭାଗିଦାରୀ କରି ତାଙ୍କ ଦଳକୁ ଅସୁବିଧାରୁ ବାହାର କରିଦେଇଥିଲେ। 18.5 ଓଭରରେ ପାକିସ୍ତାନ ଜିତିଥିଲା।

babar azam Florida pakistan Shaheen Afridi T20 World Cup 2024 T20 World Cup 2024 Live
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.