Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକ ସଂଖ୍ୟା ନେଇ ସଠିକ୍‌ ତଥ୍ୟ ପ୍ରଦାନ କରି ପାରିଲେନି ଅରୁଣ ସାହୁ
ଆଜିର ଖବର

କୃଷକ ସଂଖ୍ୟା ନେଇ ସଠିକ୍‌ ତଥ୍ୟ ପ୍ରଦାନ କରି ପାରିଲେନି ଅରୁଣ ସାହୁ

June 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ଷୋଡଶ ବିଧାନସଭାର ଦ୍ୱିତୀୟ ଦିନରେ ହଟହଟା ହୋଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଅଧିବେଶନର ପ୍ରଥମ ପ୍ରଶ୍ନକାଳରେ କୃଷି ଓ କୃଷକଙ୍କ ଉପରେ ପ୍ରଶ୍ନ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ତଥ୍ୟ ରଖିପାରିନାହାଁନ୍ତି। ବିଧାନସଭାରେ କୃଷି ଓ କୃଷକ ପ୍ରସଙ୍ଗକୁ ନେଇ ଆଲୋଚନା ସରଗରମ ହୋଇଛି। ସଦସ୍ୟଙ୍କ କୃଷି ଓ କୃଷକଙ୍କ ଉପରେ ପ୍ରଶ୍ନ ନେଇ ସବିଶେଷ ଉତ୍ତର ତଥ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ତଥ୍ୟ ରଖିପାରିନାହାଁନ୍ତି। ୨୦୧୦ ଓ ୨୦୧୯ ରେ ଚାଷ ଉପରେ କେତେଜଣ ନିର୍ଭର କରୁଛନ୍ତି ବୋଲି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ପ୍ରଶ୍ନ ରଖିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏହାର ପ୍ରତିଉତ୍ତରରେ କହିଛନ୍ତି , ୨୦୧୧ ଜନଗଣନା ନେଇ ୫୭ ଲକ୍ଷ କୃଷି ଉପରେ ନିର୍ଭର କରୁଛନ୍ତି ସେଥିରୁ ୩୨.୮୦ ଲକ୍ଷ କୃଷକ ଓ ୨୪.୨୦ ଲକ୍ଷ କୃଷି ଶ୍ରମିକ ଥିଲେ। କିନ୍ତୁ ୨୦୧୯ରେ କେତେଜଣ କୃଷି ଉପରେ ନିର୍ଭର କରିଛନ୍ତି ତାହା ସେ ତଥ୍ୟ ରଖିପାରି ନାହାଁନ୍ତି। ତେଣୁ ତଥ୍ୟ ନଥାଇ କାଳିଆ ଟଙ୍କା କିପରି ବଣ୍ଟା ହେଲା ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। ଏହାପରେ ୨୦୦୧ରେ କେତେଜଣ ଚାଷ ଉପରେ ନିର୍ଭର କରୁଥିଲେ ବୋଲି ବିଜେଡ଼ି ବିଧାୟକ ଦେବ ମିଶ୍ର ପ୍ରଶ୍ନ କରିଛନ୍ତି। ଏହି ସମସ୍ତ ପ୍ରଶ୍ନର ଉତ୍ତର ନ ଦେଇ ପାରି କୃଷି ମନ୍ତ୍ରୀ ଗୃହରେ ହଟହଟା ହୋଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.