Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ଏଟିଏମ ରୁ ମିଳିବ ଚାଉଳ, ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ସୁବିଧା
ଆଜିର ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ଏଟିଏମ ରୁ ମିଳିବ ଚାଉଳ, ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ସୁବିଧା

June 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
e-KYC for PDS beneficiaries to continue till December 31, 2025
e-KYC for PDS beneficiaries to continue till December 31, 2025

ଭୁବନେଶ୍ଵର: ରାସନ ହିତାଧିକାରୀଙ୍କ ପାଇଁ ମୋହନ ସରକାର ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଟିମ ରୁ ଏବେ ରାସନକାର୍ଡ ହିତାଧିକାରୀମାନେ ଚାଉଳ ସଂଗ୍ରହ କରିପାରିବେ। ସେଥିପାଇଁ ସମସ୍ତ ହିତାଧିକାରୀଙ୍କୁ ଏକ କାର୍ଡ ଯୋଗାଇ ଦିଆଯିବ। ଉକ୍ତ କାର୍ଡ ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କର ମାସିକିଆ ଚାଉଳ ଏଟିଏମରୁ ସଂଗ୍ରହ କରିପାରିବେ। ହିତାଧିକାରୀମାନେ ମେସିନରେ କାର୍ଡ ଭର୍ତ୍ତି କଲେ ଚାଉଳ ବାହାରିବ।

ତେବେ ଏହି ବ୍ୟବସ୍ଥା ପ୍ରଥମେ ଭୁବନେଶ୍ବରରୁ ଆରମ୍ଭ କରାଯିବ। ଆଗାମୀ ସପ୍ତାହକ ମଧ୍ୟରେ ଏହି ବ୍ୟବସ୍ଥା ଭୁବନେଶ୍ବରରେ ଆରମ୍ଭ ହେବ। ଏବଂ ପରେ ପରେ ଏହା ସବୁ ଜିଲ୍ଲା ପାଇଁ ବ୍ୟବସ୍ଥା କରାଯିବ। ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି।

କୃଷ୍ଣଚନ୍ଦ୍ର ପାତ୍ର ମୋହନ ସରକାର ରାସନକାର୍ଡ ହିତାଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ବଜେଟ ପୂର୍ବରୁ ବିଶିଷ୍ଠ ଅର୍ଥନୈତିଜ୍ଞଙ୍କ ପରାମର୍ଶ ନେଲେ ପ୍ରଧାନମନ୍ତ୍ରୀ ମୋଦି

December 30, 2025

ଶୀତଦିନିଆ ସ୍ୱାସ୍ଥ୍ୟ ସଚେତନା ଓ ମାଗଣା ଶିବିର ଅନୁଷ୍ଠିତ

December 30, 2025

ଇଣ୍ଡିଆନ ଅଏଲରେ ନିଯୁକ୍ତି ସୁଯୋଗ, ଦରମା ୧ ଲକ୍ଷ କିମ୍ବା ତା’ଠାରୁ ଅଧିକ; ଜାଣନ୍ତୁ ଚୟନ ପ୍ରକ୍ରିୟା

December 30, 2025

ଟ୍ରେନ ଧକ୍କାରେ ଅଜଣା ବୃଦ୍ଧଙ୍କ ମୃତ୍ୟୁ

December 30, 2025
Latest News

Budget 2026: ବଜେଟ ପୂର୍ବରୁ ବିଶିଷ୍ଠ ଅର୍ଥନୈତିଜ୍ଞଙ୍କ ପରାମର୍ଶ ନେଲେ ପ୍ରଧାନମନ୍ତ୍ରୀ ମୋଦି

December 30, 2025

ଶୀତଦିନିଆ ସ୍ୱାସ୍ଥ୍ୟ ସଚେତନା ଓ ମାଗଣା ଶିବିର ଅନୁଷ୍ଠିତ

December 30, 2025

ଇଣ୍ଡିଆନ ଅଏଲରେ ନିଯୁକ୍ତି ସୁଯୋଗ, ଦରମା ୧ ଲକ୍ଷ କିମ୍ବା ତା’ଠାରୁ ଅଧିକ; ଜାଣନ୍ତୁ ଚୟନ ପ୍ରକ୍ରିୟା

December 30, 2025

ଟ୍ରେନ ଧକ୍କାରେ ଅଜଣା ବୃଦ୍ଧଙ୍କ ମୃତ୍ୟୁ

December 30, 2025

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.