Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସ୍ନାନ ବେଦିରେ ତିନି ଠାକୁର: ଅପୂର୍ବ ଗଜାନନ ବେଶରେ ଦର୍ଶନ ଦେଲା କାଳିଆ
ଆଜିର ଖବର

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସ୍ନାନ ବେଦିରେ ତିନି ଠାକୁର: ଅପୂର୍ବ ଗଜାନନ ବେଶରେ ଦର୍ଶନ ଦେଲା କାଳିଆ

June 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରେ ଆଜି ସ୍ନାନ ମଣ୍ଡପରେ ଶ୍ରୀ ଜିୟୁ ଙ୍କୁ ଦର୍ଶନ ପାଇଁ ଭିଡ ଲାଗିଛି। ଆଜି ରଣପୁରରେ ମହାସମାରୋହରେ ମଧ୍ୟରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା ପାଳିତ ହୋଇଯାଇଛି। ଶୁକ୍ରବାର ରାତିରେ ସମସ୍ତ ନିତି ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କୁ ସେନା ପଟା କାରାଯାଇଥିଲା।

ଆଜି ଭୋରୁ ତିନି ଠାକୁରଙ୍କୁ ମଙ୍ଗଳା ଅର୍ପଣ କରାଯାଇଥିଲା। ପରେ ପହଣ୍ଡି କରାଯାଇ ସ୍ନାନ ବେଦିକୁ ବିଜେ କରାଯାଇଥିଲା। ପରେ ଅବକାଶ କରାଯାଇଥିଲା। ମନ୍ଦିର ପରିସରରେ ଥିବା କୂଅରୁ ୧୦୮ ଗରା ଜଳ ଆଣି ତିନି ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଚନ୍ଦନ କର୍ପୂର ଆଦି ତିନି ଠାକୁରଙ୍କ ଶ୍ରୀ ଅଙ୍ଗ ରେ ଲେପନ କରାଯାଇଥିଲା ଓ ତିନି ଠାକୁରଙ୍କୁ ହାତୀ ବେଶରେ ସୁସଜ୍ଜିତ କରା ଯାଇଥିଲା। ପୁରୀ ରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁର ରେ ଦର୍ଶନ କାଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଠାକୁର ଙ୍କୁ ଦର୍ଶନ ପାଇଁ ଭିଡ ଲାଗି ରହିଥିଲା।

ଶହ ଶହ ଭକ୍ତ ମନ୍ଦିର ଭିତରକୁ ଦୀପଦାନ କରିବା ସହିତ ଭାବ ବିହ୍ୱୋଳ ହୋଇ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ରାତିରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରାଯାଇଥିଲା। ମନ୍ଦିର ରେ ସୁରୁଖୁରୁ ରେ ଭକ୍ତ ଦର୍ଶନ କରିବା ପାଇଁ ପୁଲିସ ତରପଂରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଗଜାନନ ବେଶ ଦ୍ୱିତୀୟ ଶ୍ରୀକ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ଖୁସି ଖବର!: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଆସୁଛି ଆଉ ଏକ ବଡ଼ ତେଲ ଟ୍ୟାଙ୍କର

May 29, 2026

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026

ଆଜିଠାରୁ CBSE ର ଆରମ୍ଭ ହେଲା ପୁନଃମୂଲ୍ୟାୟନ: ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

May 29, 2026

କାଲିଠୁ ଘର ଘର ବୁଲିବେ ବିଏଲଓ

May 29, 2026
Latest News

ଭାରତ ପାଇଁ ଖୁସି ଖବର!: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଆସୁଛି ଆଉ ଏକ ବଡ଼ ତେଲ ଟ୍ୟାଙ୍କର

May 29, 2026

ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ସିଦ୍ଧରମୈୟା: ଜାଣନ୍ତୁ କଲେ ଦାବି?

May 29, 2026

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026

ଆଜିଠାରୁ CBSE ର ଆରମ୍ଭ ହେଲା ପୁନଃମୂଲ୍ୟାୟନ: ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

May 29, 2026

CJP କୁ ବଡ ଝଟକା: X ଆକାଉଣ୍ଟକୁ ପୁନରୁଦ୍ଧାର କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.