Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ୍‌ : ଅପରାଜେୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ
ଆଜିର ଖବର

ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ୍‌ : ଅପରାଜେୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ

June 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
india vs west indies world cup 2019
india vs west indies world cup 2019

ଆଇସିସି କ୍ରିକେଟ ବିଶ୍ୱକପ୍‌ର ୩୪ ତମ ମ୍ୟାଚ ଆଜି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ। ବିଶ୍ୱକପରେ ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା ସର୍ବଦା ଅଭୁଲା ହୋଇ ରହିଆସିଛି। ଏକମାତ୍ର ଟିମ୍‌ ଭାବରେ ଭାରତ ବର୍ତ୍ତମାନ ସୁଦ୍ଧା ତାର ସମସ୍ତ ମ୍ୟାଚ ଜିତିବା ସହିତ ଦମଦାର ଫର୍ମରେ ରହିଛି, କିନ୍ତୁ ୱେଷ୍ଟଇଣ୍ଡିଜ୍ ମଧ୍ୟ ମ୍ୟାଚ୍‌ ପାଲଟେଇବାର କ୍ଷମତା ରଖିଛି। ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ନିଜର ଅପରାଜେୟ ଧାରା ବଳବତ୍ତର ରଖିବାକୁ ଚାହିଁବ। ଏହି ମ୍ୟାଚ ଏମିତିରେ ବେଷ୍ଟଇଣ୍ଡିଜକୁ ହାଲୁକାରେ ନେଲେ ଭାରତ ପାଇଁ ବିପଦ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ପକ୍ଷରୁ ରୋହିତ ଶର୍ମା, କେଏଲ୍‌ ରାହୁଲ ଏବଂ କୋହ୍‌ଲିଙ୍କ ଉପରେ ନଜର ରହିବ। ସେହିପରି ଭୁବନେଶ୍ବର କୁମାର ଫିଟ୍‌ ହୋଇଥିବା ବେଳେ ମହମ୍ମଦ ସାମିଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି। ଓ୍ବିଣ୍ଡିଜ୍‌ ଟିମ୍‌ ମଧ୍ୟ ସାଏ ହୋପ୍‌, କ୍ରିସ୍‌ ଗେଲ୍‌ ପ୍ରମୁଖଙ୍କ ଉପରେ ନିର୍ଭରଶୀଳ ରହିବ।

ସ୍ଥାନ : ଓଲ୍ଡ ଟ୍ରାଫୋର୍ଡ

ସମୟ : ଅପରାହ୍ନ ୨:୩୦

Share. Facebook Twitter LinkedIn Email WhatsApp Copy Link

Related Posts

ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ

January 21, 2026
Latest News

ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026

ଏହି ଦିନ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି: ଜାଣନ୍ତୁ ତାଜା ଅପଡେଟ୍

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.