Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଦାଖରେ ସେନା ଟ୍ୟାଙ୍କ ବୁଡି ଯୋଗୁଁ ୫ ଜଣ ଯବାନଙ୍କ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଆଜିର ଖବର

ଲଦାଖରେ ସେନା ଟ୍ୟାଙ୍କ ବୁଡି ଯୋଗୁଁ ୫ ଜଣ ଯବାନଙ୍କ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

June 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗତ ରାତିରେ ଲଦାଖରେ ଯୁଦ୍ଧ ଅଭ୍ୟାସ ଚାଲିଥିବା ବେଳେ ଏକ ନଦୀରେ ସେନା ଟ୍ୟାଙ୍କ ଭାସିଯିବା ରୁ ସେନାର ପାଞ୍ଚ ଜଣ ଯବାନଙ୍କ ସହିଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ।

ସହିଦ ଯବାନ ମାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶବାସୀ ସେମାନଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ।

ମୁଖ୍ୟମନ୍ତ୍ରୀ ସହିଦ୍ ଯବାନଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ଗଭୀର ଦୁଃଖ ପ୍ରକାଶ ମୋହନ ଚରଣ ମାଝୀ ଲଦାଖ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲପାହାଡ଼ ଷ୍ଟେସନରେ ରହିବ ଏହି ଟ୍ରେନ, ହେଲା ପରୀକ୍ଷାମୂଳକ ରହଣି

September 8, 2025

ଆୟୁଷ୍ମାନ କାର୍ଡରେ ଚିକିତ୍ସା ପାଇଁ ମନା କରୁଛି କି ହସ୍ପିଟାଲ?,ତେବେ କେଉଁଠି କରିବେ ଅଭିଯୋଗ? ଜାଣନ୍ତୁ

September 8, 2025

‘ଟ୍ରମ୍ପ୍ ଠିକ୍ କାମ କରିଛନ୍ତି’, ଭାରତ ଉପରେ ଆମେରିକାର ଶୁଳ୍କ ଉପରେ ଜେଲେନ୍ସକିଙ୍କ ବଡ଼ ବୟାନ

September 8, 2025

ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

September 8, 2025
Latest News

ବେଲପାହାଡ଼ ଷ୍ଟେସନରେ ରହିବ ଏହି ଟ୍ରେନ, ହେଲା ପରୀକ୍ଷାମୂଳକ ରହଣି

September 8, 2025

ଆୟୁଷ୍ମାନ କାର୍ଡରେ ଚିକିତ୍ସା ପାଇଁ ମନା କରୁଛି କି ହସ୍ପିଟାଲ?,ତେବେ କେଉଁଠି କରିବେ ଅଭିଯୋଗ? ଜାଣନ୍ତୁ

September 8, 2025

‘ଟ୍ରମ୍ପ୍ ଠିକ୍ କାମ କରିଛନ୍ତି’, ଭାରତ ଉପରେ ଆମେରିକାର ଶୁଳ୍କ ଉପରେ ଜେଲେନ୍ସକିଙ୍କ ବଡ଼ ବୟାନ

September 8, 2025

ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

September 8, 2025

ଆଇପିଏଲ-୨୦୨୬ ରେ ଦଳ ବଦଳାଇବେ କେଏଲ ରାହୁଲ?: ମିଳିପାରେ ଅଧିନାୟକ ପଦ

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.