ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବାର ଠିକ ପୂର୍ବରୁ ୟୁକ୍ରେନରେ ୪୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ରୁଷ

Published: Jul 8, 2024, 2:38 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଅଛନ୍ତି। ଏଥି ସହିତ ଆମେରିକାରେ ନାଟୋ ବୈଠକ ଚାଲିଛି। ଏଭଳି ପରିସ୍ଥିତିରେ ରୁଷ ୪୦ ରୁ ଅଧିକ କ୍ଷେପଣାସ୍ତ୍ର ସହିତ ୟୁକ୍ରେନର ୫ ଟି ସହର ଉପରେ ଆକ୍ରମଣ କରିଛି, ଯେଉଁ କାରଣରୁ ୟୁକ୍ରେନ ବହୁତ କ୍ଷତି ସହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହା ନିଶ୍ଚିତ କରିଛନ୍ତି।

Related posts