ନୂଆଦିଲ୍ଲୀ: ଜେଲରେ ଥିବା ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ କୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। ଆଜି ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। Manish Sisodia
ତେଜସ୍ୱୀ ଯାଦବଙ୍କ ପ୍ରତିଶ୍ରୁତିର ବର୍ଷା: ପଞ୍ଚାୟତ ପ୍ରତିନିଧିମାନଙ୍କୁ ପେନସନ୍ ଏବଂ ୫୦ ଲକ୍ଷର ବୀମା ଘୋଷଣାOctober 26, 2025