ନୂଆଦିଲ୍ଲୀ: ଜେଲରେ ଥିବା ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ କୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। ଆଜି ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। Manish Sisodia
India Russia Summit:ବାର୍ଷିକ ଶିଖର ସମ୍ମିଳନୀରେ ଜାତୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟ ବୃଦ୍ଧି ପାଇଁ ସହମତିDecember 5, 2025