Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ସାଂସଦ ଥିିରୁ ମାଷ୍ଟର ମାଥନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ଆଜିର ଖବର

ପୂର୍ବତନ ସାଂସଦ ଥିିରୁ ମାଷ୍ଟର ମାଥନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

July 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମାଜ ଓ ଦଳିତ ବର୍ଗଙ୍କ ସେବା ଦିଗରେ ତାଙ୍କ ପ୍ରଚେଷ୍ଟା ପାଇଁ ଥିରୁ ମାଷ୍ଟର ମାଥନ ସବୁଦିନ ପାଇଁ ମନେ ରହିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନ ଜୀ ପରଲୋକରେ ଦୁଖିଃତ। ଦଳିତଙ୍କ କାମ ଏବଂ ସମାଜର ସେବା ପାଇଁ ସେ ସବୁଦିନ ପାଇଁ ମନେ ରହିବେ। ତାମିଲନାଡ଼ୁରେ ଆମ ଦଳର ସ୍ଥିତିକୁ ସୁଦୃଢ଼ କରିବାରେ ସେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ମୋର ସମବେଦନା। ଓମ୍ ଶାନ୍ତି।”

narendramodi ପ୍ରଧାନମନ୍ତ୍ରୀଙ୍କ ଶୋକ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କୁ ଝଟକା ଦେବେ କାନାଡା ପ୍ରଧାନମନ୍ତ୍ରୀ!: ଖୁବ୍ ଶୀଘ୍ର ଭାରତ ସହ କରିବେ ବଡ଼ ଚୁକ୍ତି

January 27, 2026

ଆଜି ଜାନୁୟାରୀ ୨୭ ତାରିଖ ମଙ୍ଗଳବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

January 27, 2026

ଚତୁର୍ଥ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

January 26, 2026

ଗଣତନ୍ତ୍ର ଦିବସ ପରେଡ: ଭାରତର କାହାଣୀକଥନ ପରମ୍ପରା ଏବଂ ୱେଭ୍‌ସ ଦୃଷ୍ଟିକୋଣର ଶକ୍ତିଶାଳୀ ପ୍ରଦର୍ଶନ

January 26, 2026
Latest News

ଟ୍ରମ୍ପଙ୍କୁ ଝଟକା ଦେବେ କାନାଡା ପ୍ରଧାନମନ୍ତ୍ରୀ!: ଖୁବ୍ ଶୀଘ୍ର ଭାରତ ସହ କରିବେ ବଡ଼ ଚୁକ୍ତି

January 27, 2026

ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା

January 27, 2026

ଆଜି ଜାନୁୟାରୀ ୨୭ ତାରିଖ ମଙ୍ଗଳବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

January 27, 2026

ଚତୁର୍ଥ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

January 26, 2026

ଗଣତନ୍ତ୍ର ଦିବସ ପରେଡ: ଭାରତର କାହାଣୀକଥନ ପରମ୍ପରା ଏବଂ ୱେଭ୍‌ସ ଦୃଷ୍ଟିକୋଣର ଶକ୍ତିଶାଳୀ ପ୍ରଦର୍ଶନ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.