Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେବେଳ ମୋବାଇଲ ଏସଏମଏସ ବିଲ୍ ହେଉଛି 4 କୋଟି 98 ଲକ୍ଷ ଟଙ୍କା, କଥାଟା ବିଶ୍ବାସ ନ ହେଲେ ମଧ୍ୟ ସତ, ଜାଣନ୍ତୁ କଣ ହୋଇଛି ପୁରା ଘଟଣା
ଆଜିର ଖବର

କେବେଳ ମୋବାଇଲ ଏସଏମଏସ ବିଲ୍ ହେଉଛି 4 କୋଟି 98 ଲକ୍ଷ ଟଙ୍କା, କଥାଟା ବିଶ୍ବାସ ନ ହେଲେ ମଧ୍ୟ ସତ, ଜାଣନ୍ତୁ କଣ ହୋଇଛି ପୁରା ଘଟଣା

June 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
sms bill 4 cr 98 lakh
sms bill 4 cr 98 lakh

ସମୀକ୍ଷା ବ୍ୟୁରୋ

ଆପଣ କେବେ ଭାବିଛନ୍ତି କି ମୋବାଇଲର କେବଳ ଏସଏମଏସ ବିଲ ହେଉଛି କୋଟି କୋଟି ଟଙ୍କା।କଥାଟି ବିଶ୍ବାସ ନ ହେଲେ ମଧ୍ୟ ତାହା ସତକଥା। ଘଟଣାଟି ହେଉଛି ଓଡିଶା ସରକାରଙ୍କୁ ଏକ ମୋବାଇଲ ଏସଏମଏସ ବିଲ୍ 4 କୋଟି 98 ଲକ୍ଷ ଟଙ୍କାର ଆସିଛି। ଆଉ ଏହି ବିଲ୍ ଦେଇଛି ବିଏସଏନଏଲ ସଂସ୍ଥା। ଗତ ଫନି ବାତ୍ୟା ବେଳେ ରାଜ୍ୟ ସରକାର ଲୋକଙ୍କୁ ସତର୍କ କରାଇବା ପାଇଁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଲୋକେସନ ବେସଡ୍ ଆଲର୍ଟ ସିଷ୍ଟମ ମାଧ୍ୟମରେ ବିଏସଏନଏଲ ଟେଲିକମ ଜରିଆରେ ଏସଏମଏସ ପଠାଯାଇଥିଲା। ସେ ସମୟରେ ସରକାର ପ୍ରାୟ ଏକ କୋଟି ଅଶି ଲକ୍ଷ ଏସଏମଏସ ପଠାଯାଇଥିଲେ। ଏଥିରେ ବାତ୍ୟା ପ୍ରଭାବିତ ହେଉଥିବା ଅଞ୍ଚଳ ପାଇଁ ଏହି ଏସଏମଏସ ପଠାଯାଇଥିଲା। ଏହି ବିପୁଳ ପରିମାଣର ଏସଏମଏସକୁ ହିସାବ କରି ବିଏସଏନଏଲ କର୍ତ୍ତୁପକ୍ଷ ରାଜ୍ୟ ସରକାରଙ୍କୁ 4 କୋଟି 98 ଲକ୍ଷ ଟଙ୍କାର ବିଲ ଧରାଇ ଦେଇଛନ୍ତି। ଏହି ବିଲ ଆସିବା ପରେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି। ବାତ୍ୟା ସମୟରେ ଲୋକଙ୍କୁ ସେବା ଯୋଗାଇ ଦେବାର ଯେ ମୂଲ୍ୟ ଦେବାକୁ ପଡିବ ସେ କଥା ରାଜ୍ୟ ସରକାର ଅବଗତ ନ ଥିଲେ। ବର୍ତ୍ତମାନ ଏହି ବିଲ୍ କୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ବିଏସଏନଏଲକୁ ଏକ ଚିଠି ଲେଖିଛନ୍ତି। ତେବେ ବିଏସଏନଏଲ କର୍ତ୍ତୁପକ୍ଷ ଏହା ଉପରେ କି ପ୍ରକାର ପଦକ୍ଷେପ ନେବେ ତାହା ଜଣାପଡି ନାହିଁ।

bsnl thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026

ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଚାବୁକ: ୫ ଟି ସ୍ଥାନରେ ଚଢାଉ ଜାରି

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026
Latest News

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026

ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଚାବୁକ: ୫ ଟି ସ୍ଥାନରେ ଚଢାଉ ଜାରି

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.