Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଣ୍ଡିଆ ହାଉସରେ ଭାରତୀୟ ଆଥଲେଟମାନଙ୍କୁ ସମ୍ମାନିତ କଲେ ନୀତା ଅମ୍ବାନୀ
ଆଜିର ଖବର

ଇଣ୍ଡିଆ ହାଉସରେ ଭାରତୀୟ ଆଥଲେଟମାନଙ୍କୁ ସମ୍ମାନିତ କଲେ ନୀତା ଅମ୍ବାନୀ

August 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ୟାରିସ୍: ପ୍ରଥମ କିଛି ଦିନରେ ଦୁଇଟି ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏକ ଭଲ ଆରମ୍ଭ କରିଛି। ଭାରତୀୟ ଖେଳାଳିମାନେ ଡେ ଲା ୱିଲେଟ୍ ପାର୍କରେ ଥିବା ଇଣ୍ଡିଆ ହାଉସରେ ପହଞ୍ଚିଥିଲେ, ଯେଉଁଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବ୍ରୋଞ୍ଜ ପଦକ ବିଜେତା ସରବଜୋତ ସିଂ, ରୋହନ ବୋପାନ୍ନା, ଶରତ କମଲ, ମନିକା ବାତ୍ରା ଏବଂ ଅର୍ଜୁନ ବବୁତାଙ୍କ ପରି ଶ୍ରେଷ୍ଠ ଭାରତୀୟ ଆଥଲେଟ୍ ମାନଙ୍କୁ ଇଣ୍ଡିଆ ହାଉସରେ ସମ୍ମାନିତ କରାଯାଇଥିଲା।

ସମସ୍ତ ଆଥଲେଟ୍ ମାନଙ୍କୁ ଉତ୍ସାହର ସହ ଭେଟି ଆଇଓସି ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀ କହିଛନ୍ତି ଯେ “ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ନିର୍ମିତ ଇଣ୍ଡିଆ ହାଉସକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଭାରତକୁ ପ୍ରତିନିଧିତ୍ୱ କରୁଥିବା ଅନେକ ଭାରତୀୟ ଆଥଲେଟ୍ ଆଜି ଏଠାରେ ଉପସ୍ଥିତ ଅଛନ୍ତି। ଆପଣ ସମସ୍ତେ ଆମ ମାନଙ୍କୁ ଗର୍ବିତ କରିଛନ୍ତି । ଦ୍ଵିତୀୟ ପଦକ ଜିତି ଆମକୁ ଗୌରବାନ୍ୱିତ କରିଥିବା ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ବିଶେଷ ଧନ୍ୟବାଦ । ସରବଜୋତ ସିଂ ଆଜି ଆମ ସହିତ ଇଣ୍ଡିଆ ହାଉସରେ ଅଛନ୍ତି ଏବଂ ଆମ ସମସ୍ତେ ଛିଡ଼ାହୋଇ ତାଙ୍କୁ ଅଭିବାଦନ ଜଣାଇବା ଉଚିତ।”

ଖେଳାଳିମାନଙ୍କୁ ପାରମ୍ପରିକ ଭାରତୀୟ ଟିକା ସହିତ ଢୋଲ ବଜାଇ ସ୍ୱାଗତ କରାଯାଇଥିଲା। ବିଶ୍ୱର ସର୍ବବୃହତ କ୍ରୀଡ଼ା ମଞ୍ଚରେ ଦେଶକୁ ପ୍ରତିନିଧିତ୍ୱ କରିଥିବାରୁ ସମସ୍ତ ଖେଳାଳିଙ୍କୁ ନୀତା ଅମ୍ବାନୀ କୃତଜ୍ଞତା ଜଣାଇଛନ୍ତି। ଅଲିମ୍ପିକ୍ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଇଣ୍ଡିଆ ହାଉସରେ ଏକ ଡିଜିଟାଲ୍ ଅଗ୍ନି ପ୍ରଜ୍ବଳନ ମଧ୍ୟ କାରକରାଯାଇଥିଲା।

Manika Batra Nita M Ambani Paris Olympics Rohan Bopanna
Share. Facebook Twitter LinkedIn Email WhatsApp Copy Link

Related Posts

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

October 5, 2025

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025
Latest News

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

October 5, 2025

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.