Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Paris Olympics Day 6: ପଢନ୍ତୁ ଭାରତୀୟ ଆଥଲେଟ୍ ମାନଙ୍କ ଆଜିର କାର୍ଯ୍ୟସୂଚୀ
ଆଜିର ଖବର

Paris Olympics Day 6: ପଢନ୍ତୁ ଭାରତୀୟ ଆଥଲେଟ୍ ମାନଙ୍କ ଆଜିର କାର୍ଯ୍ୟସୂଚୀ

August 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: 2024 ପ୍ୟାରିସ୍ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତୀୟ ଆଥଲେଟ୍ ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଭାରତ ଷଷ୍ଠ ଦିନରେ ପ୍ରବେଶ କରିଛି। ଆଜି ଅର୍ଥାତ୍ 1 ଅଗଷ୍ଟ ଷଷ୍ଠ ଦିନରେ 20 ରୁ ଅଧିକ ଭାରତୀୟ ଆଥଲେଟ୍ ପ୍ରତିଦ୍ୱନ୍ଦିତା କରିବେ। ଆଜି ଭାରତୀୟ ଆଥଲେଟ୍ ମାନେ ତିନୋଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ଭାରତୀୟ ସମୟ ଅନୁଯାୟୀ ଭାରତର ଆଜିର କାର୍ଯ୍ୟସୂଚୀ:

ପୂର୍ବାହ୍ନ 11:00- ଆଥଲେଟିକ୍ସ ପୁରୁଷ – 20 କିଲୋମିଟର ରେସ ୱାକ୍- ଫାଇନାଲ- ପରମଜିତ୍ ସିଂ ବିଷ୍ଟ, ଅକ୍ଷଦୀପ ସିଂ, ବିକାଶ ସିଂ

ଅପରାହ୍ନ 12:30- ଗଲ୍ଫ ପୁରୁଷ ରାଉଣ୍ଡ 1- ଗଗନଜିତ୍ ଭୁଲର୍, ଶୁଭଙ୍କର ଶର୍ମା

ଅପରାହ୍ନ 12:50- ଆଥଲେଟିକ୍ସ ମହିଳା- 20 କିଲୋମିଟର ରେସ୍ ୱାକ- ଫାଇନାଲ୍ ପ୍ରିୟଙ୍କା ଗୋସ୍ୱାମୀ

ଅପରାହ୍ନ 1:00- ପୁରୁଷ 50 ମିଟର ରାଇଫଲ୍ 3- ଫାଇନାଲ୍- ସ୍ଵପ୍ନିଲ୍ କୁସାଲେ

ଅପରାହ୍ନ 1:30- ହକି ପୁରୁଷ ପୁଲ୍ ବି- ଭାରତୀୟ ପୁରୁଷ ହକି ଦଳ

ଅପରାହ୍ନ 2:30- ବକ୍ସିଂ ମହିଳା- 50 କିଲୋଗ୍ରାମ ରାଉଣ୍ଡ 16- ନିକହତ୍ ଜରିନ୍

ଅପରାହ୍ନ 2:3- ତୀରନ୍ଦାଜ ପୁରୁଷ ଏକକ- ରାଉଣ୍ଡ 32- ପ୍ରବୀଣ ଯାଦବ

ଅପରାହ୍ନ 3:10- ତୀରନ୍ଦାଜୀ ପୁରୁଷ ଏକକ- ରାଉଣ୍ଡ 16 (ଯଦି ଯୋଗ୍ୟ)- ପ୍ରବୀଣ ଯାଦବ

ଅପରାହ୍ନ 3:30- ମହିଳା 50 ମିଟର ରାଇଫଲ୍ 3- ଯୋଗ୍ୟତା ସିଫ୍ଟ- କୌର ସାମ୍ରା, ଅଞ୍ଜୁମ ମୋଦଗିଲ୍

ଅପରାହ୍ନ 3:45- ଶେଲିଂ ପୁରୁଷ ଡିଙ୍ଗି ରେସ୍ 1- ବିଷ୍ଣୁ ସରନଭନ୍

ଅପରାହ୍ନ 4:30- ବ୍ୟାଡମିଣ୍ଟନ୍- ପୁରୁଷ ଡବଲ୍ସ କ୍ୱାର୍ଟରଫାଇନାଲ- ସାତ୍ତ୍ଵିକସାଇରାଜ ରଙ୍କିରେଡି / ଚିରାଗ ଶେଟ୍ଟୀ

ସନ୍ଧ୍ୟା 5:40- ବ୍ୟାଡମିଣ୍ଟନ୍- ପୁରୁଷ ସିଙ୍ଗଲ୍ସ ରାଉଣ୍ଡ 16- ଏଚଏସ ପ୍ରଣୟ ବନାମ ଲକ୍ଷ୍ୟ ସେନ୍

ସନ୍ଧ୍ୟା 5:50- ଶେଲିଂ ପୁରୁଷ ଡିଙ୍ଗି ରେସ୍ 2- ବିଷ୍ଣୁ ସରନଭନ୍

ସନ୍ଧ୍ୟା 7:05- ଶେଲିଂ ମହିଳା ଡିଙ୍ଗି ରେସ୍ 1- ନେତ୍ରା କୁମାନନ୍

ସନ୍ଧ୍ୟା 8:13- ଶେଲିଂ ମହିଳା ଡିଙ୍ଗି ରେସ୍ ନେତ୍ରା କୁମାନନ୍

ରାତି 10:00- ବ୍ୟାଡମିଣ୍ଟନ୍- ମହିଳା ଏକକ ରାଉଣ୍ଡ- ପିଭି ସିନ୍ଧୁ

HS Prannoy Vs Lakshya Sen India Vs Belgium Olympics 2024 Paris Olympics 2024 Paris Olympics 2024 Schedule Swapnil Kusale
Share. Facebook Twitter LinkedIn Email WhatsApp Copy Link

Related Posts

ଆୟ ବହିର୍ଭୁତ ସମ୍ପତ୍ତି ମାମଲା: ପୁର୍ବତନ ଏମଭିଆଇ ଦୋଷୀ ସାବ୍ୟସ୍ତ, ଦୁଇ ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ

July 19, 2025

ପୁଣି ଚାଞ୍ଚଲ୍ୟ, ନିମାପଡାର ଜଣେ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ ଦୁର୍ବୁତ୍ତ, ଅବସ୍ଥା ଗୁରୁତର

July 19, 2025

ପ୍ରଥମ ତିନିମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ନେଟ ଲାଭ ୩୦୭୮୩ କୋଟିକୁ ବୃଦ୍ଧି

July 19, 2025

ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫଏଫଆଇର ୫୬ତମ ସଂସ୍କରଣ

July 19, 2025
Latest News

ଆୟ ବହିର୍ଭୁତ ସମ୍ପତ୍ତି ମାମଲା: ପୁର୍ବତନ ଏମଭିଆଇ ଦୋଷୀ ସାବ୍ୟସ୍ତ, ଦୁଇ ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ

July 19, 2025

ପୁଣି ଚାଞ୍ଚଲ୍ୟ, ନିମାପଡାର ଜଣେ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ ଦୁର୍ବୁତ୍ତ, ଅବସ୍ଥା ଗୁରୁତର

July 19, 2025

ପ୍ରଥମ ତିନିମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ନେଟ ଲାଭ ୩୦୭୮୩ କୋଟିକୁ ବୃଦ୍ଧି

July 19, 2025

ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫଏଫଆଇର ୫୬ତମ ସଂସ୍କରଣ

July 19, 2025

ପୌର ନିର୍ବାଚନ କାହିଁକି କଲ ନାହିଁ ? ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ

July 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.