Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Paris Olympics Day 6: ପଢନ୍ତୁ ଭାରତୀୟ ଆଥଲେଟ୍ ମାନଙ୍କ ଆଜିର କାର୍ଯ୍ୟସୂଚୀ
ଆଜିର ଖବର

Paris Olympics Day 6: ପଢନ୍ତୁ ଭାରତୀୟ ଆଥଲେଟ୍ ମାନଙ୍କ ଆଜିର କାର୍ଯ୍ୟସୂଚୀ

August 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: 2024 ପ୍ୟାରିସ୍ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତୀୟ ଆଥଲେଟ୍ ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଭାରତ ଷଷ୍ଠ ଦିନରେ ପ୍ରବେଶ କରିଛି। ଆଜି ଅର୍ଥାତ୍ 1 ଅଗଷ୍ଟ ଷଷ୍ଠ ଦିନରେ 20 ରୁ ଅଧିକ ଭାରତୀୟ ଆଥଲେଟ୍ ପ୍ରତିଦ୍ୱନ୍ଦିତା କରିବେ। ଆଜି ଭାରତୀୟ ଆଥଲେଟ୍ ମାନେ ତିନୋଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ଭାରତୀୟ ସମୟ ଅନୁଯାୟୀ ଭାରତର ଆଜିର କାର୍ଯ୍ୟସୂଚୀ:

ପୂର୍ବାହ୍ନ 11:00- ଆଥଲେଟିକ୍ସ ପୁରୁଷ – 20 କିଲୋମିଟର ରେସ ୱାକ୍- ଫାଇନାଲ- ପରମଜିତ୍ ସିଂ ବିଷ୍ଟ, ଅକ୍ଷଦୀପ ସିଂ, ବିକାଶ ସିଂ

ଅପରାହ୍ନ 12:30- ଗଲ୍ଫ ପୁରୁଷ ରାଉଣ୍ଡ 1- ଗଗନଜିତ୍ ଭୁଲର୍, ଶୁଭଙ୍କର ଶର୍ମା

ଅପରାହ୍ନ 12:50- ଆଥଲେଟିକ୍ସ ମହିଳା- 20 କିଲୋମିଟର ରେସ୍ ୱାକ- ଫାଇନାଲ୍ ପ୍ରିୟଙ୍କା ଗୋସ୍ୱାମୀ

ଅପରାହ୍ନ 1:00- ପୁରୁଷ 50 ମିଟର ରାଇଫଲ୍ 3- ଫାଇନାଲ୍- ସ୍ଵପ୍ନିଲ୍ କୁସାଲେ

ଅପରାହ୍ନ 1:30- ହକି ପୁରୁଷ ପୁଲ୍ ବି- ଭାରତୀୟ ପୁରୁଷ ହକି ଦଳ

ଅପରାହ୍ନ 2:30- ବକ୍ସିଂ ମହିଳା- 50 କିଲୋଗ୍ରାମ ରାଉଣ୍ଡ 16- ନିକହତ୍ ଜରିନ୍

ଅପରାହ୍ନ 2:3- ତୀରନ୍ଦାଜ ପୁରୁଷ ଏକକ- ରାଉଣ୍ଡ 32- ପ୍ରବୀଣ ଯାଦବ

ଅପରାହ୍ନ 3:10- ତୀରନ୍ଦାଜୀ ପୁରୁଷ ଏକକ- ରାଉଣ୍ଡ 16 (ଯଦି ଯୋଗ୍ୟ)- ପ୍ରବୀଣ ଯାଦବ

ଅପରାହ୍ନ 3:30- ମହିଳା 50 ମିଟର ରାଇଫଲ୍ 3- ଯୋଗ୍ୟତା ସିଫ୍ଟ- କୌର ସାମ୍ରା, ଅଞ୍ଜୁମ ମୋଦଗିଲ୍

ଅପରାହ୍ନ 3:45- ଶେଲିଂ ପୁରୁଷ ଡିଙ୍ଗି ରେସ୍ 1- ବିଷ୍ଣୁ ସରନଭନ୍

ଅପରାହ୍ନ 4:30- ବ୍ୟାଡମିଣ୍ଟନ୍- ପୁରୁଷ ଡବଲ୍ସ କ୍ୱାର୍ଟରଫାଇନାଲ- ସାତ୍ତ୍ଵିକସାଇରାଜ ରଙ୍କିରେଡି / ଚିରାଗ ଶେଟ୍ଟୀ

ସନ୍ଧ୍ୟା 5:40- ବ୍ୟାଡମିଣ୍ଟନ୍- ପୁରୁଷ ସିଙ୍ଗଲ୍ସ ରାଉଣ୍ଡ 16- ଏଚଏସ ପ୍ରଣୟ ବନାମ ଲକ୍ଷ୍ୟ ସେନ୍

ସନ୍ଧ୍ୟା 5:50- ଶେଲିଂ ପୁରୁଷ ଡିଙ୍ଗି ରେସ୍ 2- ବିଷ୍ଣୁ ସରନଭନ୍

ସନ୍ଧ୍ୟା 7:05- ଶେଲିଂ ମହିଳା ଡିଙ୍ଗି ରେସ୍ 1- ନେତ୍ରା କୁମାନନ୍

ସନ୍ଧ୍ୟା 8:13- ଶେଲିଂ ମହିଳା ଡିଙ୍ଗି ରେସ୍ ନେତ୍ରା କୁମାନନ୍

ରାତି 10:00- ବ୍ୟାଡମିଣ୍ଟନ୍- ମହିଳା ଏକକ ରାଉଣ୍ଡ- ପିଭି ସିନ୍ଧୁ

Olympics 2024 Paris Olympics 2024 Swapnil Kusale
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-କାନାଡ଼ା ନେତାମାନଙ୍କର ମିଳିତ ବିବୃତ୍ତି

March 3, 2026

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ: ଜାଣନ୍ତୁ କାହିଁକି ଏହା କରାଯାଏ?

March 3, 2026

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ସରକାର, ଷ୍ଟାର୍ଟଅପ୍ ଏବଂ କ୍ରିଏଟରମାନଙ୍କ ସମ୍ମିଳନୀ

March 3, 2026
Latest News

ଭାରତ-କାନାଡ଼ା ନେତାମାନଙ୍କର ମିଳିତ ବିବୃତ୍ତି

March 3, 2026

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ: ଜାଣନ୍ତୁ କାହିଁକି ଏହା କରାଯାଏ?

March 3, 2026

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ସରକାର, ଷ୍ଟାର୍ଟଅପ୍ ଏବଂ କ୍ରିଏଟରମାନଙ୍କ ସମ୍ମିଳନୀ

March 3, 2026

ଆଜି ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦିନ ଛଅଟି ରାଶିର ବ୍ୟକ୍ତିମାନେ ହେବେ ଧନବାନ୍, ଜାଣନ୍ତୁ ରାଶିଫଳ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.