Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ ତମ ପ୍ରତିଷ୍ଠା ଦିବସ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ ତମ ପ୍ରତିଷ୍ଠା ଦିବସ

August 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ ତମ ପ୍ରତିଷ୍ଠା ଦିବସ ସୋମବାର ପାଳନ କରାଯିବ। ପ୍ରତିଷ୍ଠାନର ନୂତନ ପ୍ରେକ୍ଷାଳୟରେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକ୍ ଲାନୀ ମୂଖ୍ୟ ଅତିଥି ଓ ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ଦକ୍ଷତା ଓ ଉଦ୍ୟମିତା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ନାଗାୱତ୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଭିଭାଷଣ ରଖିବେ।

ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସଙ୍ଗେସଙ୍ଗେ ପୁରାତନ କର୍ମଚାରୀମାନଙ୍କୁ ସମ୍ୱର୍ଦ୍ଧିତ କରାଯିବ।

ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀ ଯୋଗଦେବେ। ଏହା ସହ ବୃକ୍ଷରୋପଣ ଓ ବହୁବିଧ କାର୍ଯ୍ୟକ୍ରମ ରହିଥିବା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚ଼ନ୍ଦ୍ର ଅଗ୍ରୱାଲ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026

ODI ସିରିଜ ପାଇଁ ଭାରତୀୟ ଦଳ: ମହମ୍ମଦ ଶାମିଙ୍କୁ ପୁଣି ଅଣଦେଖା, ହାର୍ଦ୍ଦିକ ଏବଂ ବୁମରାହଙ୍କୁ ବିଶ୍ରାମ

January 3, 2026

ବାରଣାସୀଠାରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ପ୍ରତିଦ୍ୱନ୍ଦ୍ୱିତା କରିବେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ

January 3, 2026

ଇ.ସି.ଆଇ.ନେଟ୍ ଆପକୁ ଅଧିକ ଉନ୍ନତ କରିବା ପାଇଁ ମତାମତ ଆମନ୍ତ୍ରଣ କଲା ଇ.ସି.ଆଇ

January 3, 2026
Latest News

ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

January 3, 2026

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026

ODI ସିରିଜ ପାଇଁ ଭାରତୀୟ ଦଳ: ମହମ୍ମଦ ଶାମିଙ୍କୁ ପୁଣି ଅଣଦେଖା, ହାର୍ଦ୍ଦିକ ଏବଂ ବୁମରାହଙ୍କୁ ବିଶ୍ରାମ

January 3, 2026

ବାରଣାସୀଠାରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ପ୍ରତିଦ୍ୱନ୍ଦ୍ୱିତା କରିବେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ

January 3, 2026

ଇ.ସି.ଆଇ.ନେଟ୍ ଆପକୁ ଅଧିକ ଉନ୍ନତ କରିବା ପାଇଁ ମତାମତ ଆମନ୍ତ୍ରଣ କଲା ଇ.ସି.ଆଇ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.