Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶାଖାପାଟଣା ରେଳ ଷ୍ଟେସନ ଠାରେ ଟ୍ରେନ କୋଚରେ ଲାଗିଲା ନିଆଁ
ଆଜିର ଖବର

ବିଶାଖାପାଟଣା ରେଳ ଷ୍ଟେସନ ଠାରେ ଟ୍ରେନ କୋଚରେ ଲାଗିଲା ନିଆଁ

August 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ବିଶାଖାପାଟଣା ରେଳ ଷ୍ଟେସନ ଠାରେ ବନ୍ଦ ଅବସ୍ଥାରେ ଥିବା ଏକ ଖାଲି ଏସି କୋଚ (ଯାହାକି ରକ୍ଷଣାବେକ୍ଷଣ ପାଇଁ ଯିବାର ଥିଲା) ରେ ନିଆଁ ଘଟଣାକୁ ଶୀଘ୍ର ଅନୁସନ୍ଧାନ ସହିତ ଆୟତ୍ତ କରାଯାଇ ପାରିଥିଲା।

ଏହି କୋଚ ସକାଳ 6 ଘଣ୍ଟା 30 ମିନିଟରେ ବିଶାଖାପାଟଣା ଷ୍ଟେସନ ଠାରେ ପହଞ୍ଚି ଏହାର ଯାତ୍ରା ସମାପ୍ତ କରିଥିଲା। ପୂର୍ବାହ୍ନ 9 ଘଣ୍ଟା 40 ମିନିଟ ସମୟରେ ରକ୍ଷଣାବେକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋ କୁ ଯିବା ପୂର୍ବରୁ ଏଥିରେ ଧୂଆଁ ବାହାରୁଥିବା ଦେଖି ଡ୍ୟୁଟି ରେ ଥିବା ଆରପିଏଫ ଓ କ୍ୟା୍ଟେରିଙ୍ଗ କର୍ମଚାରୀ ଖବର ଦେଇଥିଲେ।

ଷ୍ଟେସନ ଷ୍ଟାଫ ଓ ଆରପିଏଫ ପକ୍ଷରୁ ଆନ୍ଧ୍ର ପ୍ରଦେଶ ଫାୟାର ବ୍ରିଗେଡକୁ ଖବର ଦିଆଯାଇଥିଲା। ଫାୟାର ବ୍ରିଗେଡ 10 ଘଣ୍ଟା 10 ମିନିଟରେ ପହଞ୍ଚି ପ୍ରାୟ ଘଣ୍ଟାଏ ମଧ୍ୟରେ ନିଆଁ କୁ ଆୟତ୍ତ କରିଥିଲା।

ରେଳ ଚଳାଚଳ କ୍ଷେତ୍ରରେ କୌଣସି ପ୍ରଭାବ ନଥିବାବେଳେ ସମସ୍ତ ଟ୍ରେନ ସଠିକ ସମୟରେ ଚଳାଚଳ କରିଥିଲା।

ଟ୍ରେନ କୋଚକୁ ଅନୁସନ୍ଧାନ ଓ ପରୀକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋକୁ ନିଆଯାଇଅଛି। ସମସ୍ତ ଟ୍ରେନ ବିଶାଖାଟଣା ଠାରେ ସଠିକ ସମୟରେ ସେମାନଙ୍କର ଚଳାଚଳ କରିଥିଲା। ଏହି ଘଟଣା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଅଛି।

train VIZAG
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026
Latest News

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.