Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ 1 ତାରିଖ ପରେ ଅଯୋଧ୍ୟା ଏବଂ ରାଫାଲେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
ଆଜିର ଖବର

ଜୁଲାଇ 1 ତାରିଖ ପରେ ଅଯୋଧ୍ୟା ଏବଂ ରାଫାଲେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

June 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୁଲାଇ 1 ତାରିଖରୁ ସୁପ୍ରିମ୍‌କୋର୍ଟ ଖୋଲିବାକୁ ଯାଉଛି । ସୁପ୍ରିମକୋର୍ଟ ଖୋଲିବା ପରେ ବିଭିନ୍ନ ସ୍ପର୍ଶକାତର ମାମଲା ଗୁଡିକର ବିଚାର କରାଯିବ ବୋଲି କୁହାଯାଇଛି । 6 ସପ୍ତାହର ଛୁଟି ପରେ ଖୋଲିବାକୁ ଯାଉଥିବା ସୁପ୍ରିମ୍‌କୋର୍ଟ ବର୍ତ୍ତମାନ ଏହାର ସମସ୍ତ 31 ବିଚାରପତିଙ୍କ ସହିତ ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ କାର୍ଯ୍ୟ କରିବ । ଜୁଲାଇ 1 ପରେ ସୁପ୍ରିମ୍‌କୋର୍ଟ ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର ହେ ମନ୍ତବ୍ୟ, ଅଯୋଧ୍ୟା ମାମଲା ଏବଂ ରାଫାଲେ ମାମଲାର ବିଚାର କରାଯିବ ବୋଲି ସୂଚନା ମିଳିଛି । ୟଶଓ୍ବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ଦାୟର କରାଯାଇଥିବା ରାଫାଲେ ମାମଲାର ବିଚାର ଏକ ତିନି ଜଣିଆ ଖଣ୍ଡପୀଠ କରିବ । ମୀନାକ୍ଷୀ ଲେଖିଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନି ମାମଲାର ବିଚାର କରିବେ ମୁଖ୍ୟ ବିଚାରପତି ରଞ୍‌ଜନ ଗୋଗୋଇ । ସେହିପରି ଅଗଷ୍ଟ 15 ପୂର୍ବରୁ ଅଯୋଧ୍ୟା ମାମଲାରବିଚାର କରାଯିବ ଏବଂ ଏଥି ନିମନ୍ତେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ କରାଯିବ ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପର୍ବକୁ ବର୍ଜନ କଲେ ଠିକାଦାର ସଂଘ: ୧୨ ଦିନ ହେଲା ଆନ୍ଦୋଳନ ଜାରି

March 5, 2026

ଆଜି ମାର୍ଚ୍ଚ ୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 5, 2026

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026
Latest News

ହୋଲି ପର୍ବକୁ ବର୍ଜନ କଲେ ଠିକାଦାର ସଂଘ: ୧୨ ଦିନ ହେଲା ଆନ୍ଦୋଳନ ଜାରି

March 5, 2026

ଆଜି ମାର୍ଚ୍ଚ ୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 5, 2026

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.