Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାବା ରାମଦେବଙ୍କୁ ବଡ ଆଶ୍ଵସ୍ତି, ବନ୍ଦ ହେଲା ପତଞ୍ଜଳି ବିଜ୍ଞାପନ ସମ୍ବନ୍ଧୀୟ ଅବମାନନା ମାମଲା
ଆଜିର ଖବର

ବାବା ରାମଦେବଙ୍କୁ ବଡ ଆଶ୍ଵସ୍ତି, ବନ୍ଦ ହେଲା ପତଞ୍ଜଳି ବିଜ୍ଞାପନ ସମ୍ବନ୍ଧୀୟ ଅବମାନନା ମାମଲା

August 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ପତଞ୍ଜଳି ଉତ୍ପାଦ ସମ୍ପର୍କରେ ଚାଲିଥିବା ଅବମାନନା ମାମଲା ଆଜି ବନ୍ଦ କରାଯାଇଛି। ପତଞ୍ଜଳି ଉତ୍ପାଦରେ ଚାଲିଥିବା ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଔଷଧ ସମ୍ବନ୍ଧୀୟ ଦାବି ସମ୍ବନ୍ଧରେ ଉଭୟ ପକ୍ଷରୁ ଅଣ୍ଡରଟେକିଂ ଦିଆଯାଇଥିଲା, ଯାହା କୋର୍ଟ ଗ୍ରହଣ କରିଥିଲେ। ଏହିପରି ଭାବରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି।

Acharya Balakrishna Baba Ramdev patanjali Supreme Court
Share. Facebook Twitter LinkedIn Email WhatsApp Copy Link

Related Posts

UPIର ନୂତନ ରେକର୍ଡ: ଗୋଟିଏ ଦିନରେ କାରବାର କଲା ୭୦ କୋଟି, ଆମେରିକା ଜନସଂଖ୍ୟାର ଦୁଇଗୁଣ

August 6, 2025

ବଢିଲା ମୃଣାଳ ଠାକୁରଙ୍କ ଧନୁଷଙ୍କ ସହ ଡେଟିଂ ଗୁଜବ: କାରଣ ପାଲଟିଛନ୍ତି ଅଭିନେତାଙ୍କ ଭଉଣୀ 

August 6, 2025

ରୋହିତ ଶର୍ମାଙ୍କ ସ୍ଥାନ ନେବେ ଗିଲ୍, ହେବେ ନୂତନ ODI ଅଧିନାୟକ: ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଦାବି

August 6, 2025

ପାକିସ୍ତାନର ପ୍ରତ୍ୟେକ ହିଂସାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ: ସିଡିଏସ୍

August 6, 2025
Latest News

UPIର ନୂତନ ରେକର୍ଡ: ଗୋଟିଏ ଦିନରେ କାରବାର କଲା ୭୦ କୋଟି, ଆମେରିକା ଜନସଂଖ୍ୟାର ଦୁଇଗୁଣ

August 6, 2025

ବଢିଲା ମୃଣାଳ ଠାକୁରଙ୍କ ଧନୁଷଙ୍କ ସହ ଡେଟିଂ ଗୁଜବ: କାରଣ ପାଲଟିଛନ୍ତି ଅଭିନେତାଙ୍କ ଭଉଣୀ 

August 6, 2025

ରୋହିତ ଶର୍ମାଙ୍କ ସ୍ଥାନ ନେବେ ଗିଲ୍, ହେବେ ନୂତନ ODI ଅଧିନାୟକ: ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଦାବି

August 6, 2025

ପାକିସ୍ତାନର ପ୍ରତ୍ୟେକ ହିଂସାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ: ସିଡିଏସ୍

August 6, 2025

ମୋହାଲିରେ ଅକ୍ସିଜେନ ପ୍ଲାଣ୍ଟରେ ସିଲିଣ୍ଡର ବିସ୍ଫୋରଣ, ୨ ମୃତ, ୩ ଆହତ

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.