Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପର୍ଯ୍ୟୟ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟ ପ୍ରସଙ୍ଗ : ଅନୁସନ୍ଧାନ ସରିନି ବୋଲି କହିଲେ ନରସିଂହ ମିଶ୍ର
ଆଜିର ଖବର

ବିପର୍ଯ୍ୟୟ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟ ପ୍ରସଙ୍ଗ : ଅନୁସନ୍ଧାନ ସରିନି ବୋଲି କହିଲେ ନରସିଂହ ମିଶ୍ର

June 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଂଗ୍ରେସର ବିପର୍ଯ୍ୟୟ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ରିପୋର୍ଟ ପ୍ରସଙ୍ଗ ଉପରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତ । କଂଗ୍ରେସର ଅନୁସନ୍ଧାନ ସରିନି ବୋଲି କହିଛନ୍ତି ନରସିଂହ । ବିଧାନସଭା ଆରମ୍ଭ ହୋଇଥିବାରୁ ତଥ୍ୟ ଅନୁସନ୍ଧାନ ସରିପାରିନାହିଁ । ୨ଟି କମିଟିର କାର୍ଯ୍ୟ ସରିଛି, ୪ର୍ଥ କମିଟିର କାର୍ଯ୍ୟ ଜାରି ରହିଛି । ବିଧାୟକମାନେ କମିଟିର ଆବାହକ ଥିବାରୁ ତଥ୍ୟ ସଂଗ୍ରହ ସରିପାରିନି ବୋଲି କହିଛନ୍ତି ନରସିଂହ । ବିଧାନସଭା ଅଧିବେଶନ ଶେଷ ହେବା ପରେ ରିପୋର୍ଟ ଆସିବ ବୋଲି କହିଛନ୍ତି ନରସିଂହ ମିଶ୍ର ।

Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026

ବ୍ୟବସ୍ଥିତ ଢଙ୍ଗରେ ଗଣତି ଚାଲିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

April 14, 2026

ନୋଏଡାରେ ଶ୍ରମିକ ପ୍ରତିବାଦ ସମୟରେ ହିଂସା କିପରି ଉପୁଜିଲା?

April 13, 2026

ଯାଜପୁର କାଳୀମେଘା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ – ସ୍ତ୍ରୀ କରିଥିଲା ପ୍ଲାନ୍‌

April 13, 2026
Latest News

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026

ବ୍ୟବସ୍ଥିତ ଢଙ୍ଗରେ ଗଣତି ଚାଲିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

April 14, 2026

ନୋଏଡାରେ ଶ୍ରମିକ ପ୍ରତିବାଦ ସମୟରେ ହିଂସା କିପରି ଉପୁଜିଲା?

April 13, 2026

ଯାଜପୁର କାଳୀମେଘା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ – ସ୍ତ୍ରୀ କରିଥିଲା ପ୍ଲାନ୍‌

April 13, 2026

ଏଥର କମ୍ ବର୍ଷା

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.