Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୌପ୍ୟ ପଦକ ଜିତିଲେ ଆଇଏଏସ୍ ଅଧିକାରୀ ସୁହାସ୍ ୟତିରାଜ: କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ କଲେ ପ୍ରଶଂସା
ଆଜିର ଖବର

ରୌପ୍ୟ ପଦକ ଜିତିଲେ ଆଇଏଏସ୍ ଅଧିକାରୀ ସୁହାସ୍ ୟତିରାଜ: କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ କଲେ ପ୍ରଶଂସା

September 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟତିରାଜ ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୁହସ୍ ମଧ୍ୟ ଖବରରେ ଅଛନ୍ତି କାରଣ ସେ ଜଣେ ଆଇଏଏସ୍ ଅଧିକାରୀ ଏବଂ ସେ ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ଏହି ପଦକ ପାଇଛନ୍ତି।

ବୃତ୍ତିରେ ସେ IAS ଅଧିକାରୀ:

ସୁହାସ ୟତିରାଜ ଉତ୍ତରପ୍ରଦେଶର ବାସିନ୍ଦା ଏବଂ 2007 ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଗୌତମ ବୁଦ୍ଧ ନଗର ଏବଂ ପ୍ରୟାଗରାଜର ଜିଲ୍ଲା ଅଧିକାରୀ ମଧ୍ୟ ରହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ତାଙ୍କର କମ୍ପ୍ୟୁଟର ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କରିଛନ୍ତି ଏବଂ ସେ ହେଉଛନ୍ତି ଏକମାତ୍ର ଆଇଏଏସ୍ ଅଧିକାରୀ ତଥା ପାରାଲିମ୍ପିକ୍ସରେ ପଦକ ଜିତିଥିବା ଅର୍ଜୁନ ପୁରସ୍କାର ବିଜେତା।

ସୁହାସ୍ ବହୁତ ବିଳମ୍ବରେ ବ୍ୟାଡମିଣ୍ଟନରେ ପ୍ରବେଶ କରି ଅଳ୍ପ ସମୟ ମଧ୍ୟରେ ସେ ଦୁନିଆର ଟପ୍ ପାରା ବ୍ୟାଡମିଣ୍ଟନ୍ ଖେଳାଳିମାନଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ବିଶ୍ୱ ନମ୍ବର -1 ବ୍ୟାଡମିଣ୍ଟନ ଖେଳାଳି ଅଟନ୍ତି।

Paralympic Games Paralympics 2024 Paris Paralympics 2024 Suhas Yathiraj
Share. Facebook Twitter LinkedIn Email WhatsApp Copy Link

Related Posts

ଦୈନିକ ରାଶିଫଳ: ଜୁଲାଇ ୨୦ ରେ କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?, ଜାଣନ୍ତୁ

July 20, 2025

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ

July 19, 2025

ଜୁଲାଇ ୨୧-୨୨ ରେ ଭୁବନେଶ୍ୱରରେ ଶିବିର ଆୟୋଜନ କରିବେ ଜାତୀୟ ମାନବାଧିକାର କମିଶନ

July 19, 2025

ଆଇଆଇଟି ପାଲକ୍କଡର ୭ମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

July 19, 2025
Latest News

ଦୈନିକ ରାଶିଫଳ: ଜୁଲାଇ ୨୦ ରେ କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?, ଜାଣନ୍ତୁ

July 20, 2025

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ

July 19, 2025

ଜୁଲାଇ ୨୧-୨୨ ରେ ଭୁବନେଶ୍ୱରରେ ଶିବିର ଆୟୋଜନ କରିବେ ଜାତୀୟ ମାନବାଧିକାର କମିଶନ

July 19, 2025

ଆଇଆଇଟି ପାଲକ୍କଡର ୭ମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

July 19, 2025

ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ତତ୍ପର: ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

July 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.